ବିଡ଼ା ବିଡ଼ା ନକଲି ନୋଟ ଜବତ, ଉଲୁଣ୍ଡା ଠାରେ ଏସଟିଏଫର ଚଢାଉ
ବିଡ଼ା ବିଡ଼ା ନକଲି ନୋଟ ଜବତ। ଅସଲି ନୋଟ୍ ଭଳି ଅବିକଳ ଦେଖାଯାଉଥିବା ନକଲି ୫ ଶହ ଟଙ୍କିଆ ନୋଟ ଜବତ। ୪୧.୧୬ ଲକ୍ଷ ଟଙ୍କାର ନକଲି ୫ ଶହ ଟଙ୍କିଆ ନୋଟ୍ ଜବତ କରିଛି ଏସଟିଏଫ। ସୋନପୁର ଉଲୁଣ୍ଡା ଠାରେ ଚଢାଉ କରି ଏସଟିଏଫ ନକଲି ନୋଟ୍ ଜବତ କରିବା ସହ ଜଣେ ଅଭିଯୁକ୍ତ ଦୀପକ ମେହେରକୁ ଗିରଫ କରିଛି।…