Below header

ସମ୍ବଲପୁର ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ, ୨ ଗିରଫ

ଭୁବନେଶ୍ୱର (କେନ୍ୟୁଜ୍) :  ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। ଏହାରି ଭିତରେ ପୁଣି ସମ୍ବଲପୁର ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କଲା ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ଏବେ ଏହି ରାକେଟ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.