Below header
Browsing Tag

fake teacher

ଅସଲି ସ୍କୁଲରେ ନକଲି ଗୁରୁ , ଚାକିରିରୁ ବିଦା ହେଲେ ୩୬ ଶିକ୍ଷକ

ସ୍କୁଲ ଅସଲି କିନ୍ତୁ ଶିକ୍ଷକ ନକଲି । ନିର୍ଭୟରେ କରୁଥିଲେ ଚାକିରି । କିନ୍ତୁ ଚୋର ଘର କେତେ ଦିନ ଅନ୍ଧାର ରହିବ ? ଦିନେ ନା ଦିନେ ତ ଧରା ପଡ଼ିବ ନା । ସମାନ ଭାବେ କିଛି ନକଲି ଶିକ୍ଷକ ଏବେ ଧରା ପଡ଼ିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହଁ କିଏ ଦଶ ବର୍ଷ ତ କିଏ ୧୫ ବର୍ଷର ଚାକିରି କରିବା ପରେ…

ନକଲି ସାର୍ଟିଫିକେଟ ଦେଖାଇ ସାଜିଥିଲେ ଶିକ୍ଷକ, ଧରାପଡ଼ି ଜେଲ ଗଲେ ବିଜ୍ଞାନ ଶିକ୍ଷକ

ବନ୍ଧାହେଲେ ବିଜ୍ଞାନ ଶିକ୍ଷକ । ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ସାଜି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସନ୍ଦେହ ହେବାରୁ ତାଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିଲା। ପରେ ଜାଣିବାକୁ ମିଳିଲା ଯେ ସେ ଯେଉଁଠୁ ସାର୍ଟିଫିକେଟ ଆଣିଥିଲେ ସେଠି ପାଠ ପଢିନାହାନ୍ତି । ଯେଉଁ ୟୁନିଭରସିଟି ନାଁରେ ସେ…

ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ଗିରଫ ହେଲେ ନକଲି ଶିକ୍ଷକ

ସୋରଡା(କେନ୍ୟୁଜ୍): ଶିକ୍ଷାଗତା ଭଳି ସମ୍ମାନନୀୟ ବୃତି କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା କଳୁଷିତ ହେବାରେ ଲାଗିଛି । ସମାଜରେ ଏଥିପାୟ ଶିକ୍ଷକଙ୍କ ଭାବମୂର୍ତି କ୍ଷୁର୍ଣ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ରାକେଟରେ ଅଧିକାଂଶ ଶିକ୍ଷକ ପୋଲିସ…

ଗିରଫ ହେଲେ ନକଲି ଶିକ୍ଷକ, ଫେକ୍ ସାର୍ଟିଫିକେଟ ଦେଇ ୪ବର୍ଷ ହେବ କରୁଥିଲେ ଚାକିରୀ

ଉମରକୋଟ(କେନ୍ୟୁଜ): ଗିରଫ ହେଲେ ନକଲି ଶିକ୍ଷକ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ରବୀନ୍ଦ୍ର ସ୍ବାଇଁ ନାମକ ଜଣେ ଶିକ୍ଷକ ନକଲି ବିଏଡ ସାର୍ଟିଫିକେଟ ଦେଇ ଦୀର୍ଘ ବର୍ଷ ହେବ ଚାକିରୀ କରୁଥିଲେ। ବର୍ତମାନ ସାର୍ଟିଫିକେଟ ଯାଞ୍ଚ ପରେ ଶିକ୍ଷକଙ୍କ ବିଏଡ ସାର୍ଟିଫିକେଟ ନକଲି ବୋଲି…

ଜାଲ ସାର୍ଟିଫିକେଟ୍‌ରେ ଚାକିରି କରିଥିବା ୨ ନକଲି ଶିକ୍ଷକଙ୍କୁ ଗିରଫ କଲା ଆସିକା ପୋଲିସ, ରାକେଟରେ ସମ୍ପୃକ୍ତ ତିନି…

ଗଞ୍ଜାମ: ଜାଲ ସାର୍ଟିଫିକେଟ୍‌ରେ ଚାକିରି କରିଥିବା ଶିକ୍ଷକ ଗିରଫ । ଦୁଇ ଜଣ ନକଲି ଶିକ୍ଷକଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଆସିକା ପୋଲିସ । ଏହା ସହ ଜାଲ୍‌ ସାର୍ଟିଫିକେଟ୍‌ ତିଆରି କରୁଥିବା ରାକେଟ୍‌ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଆସିକା ମଣ୍ଟାପଡ଼ା ହାଇସ୍କୁଲର…

କୋରାପୁଟ ଜିଲ୍ଲାରେ ୧୪ ନକଲି ଶିକ୍ଷକ ଚିହ୍ନଟ, ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏତଲା ରୁଜୁ

କୋରାପୁଟ : କୋରାପୁଟ ଜିଲ୍ଲାରେ ୧୪ ନକଲି ଶିକ୍ଷକ ଚିହ୍ନଟ । ଦଶମନ୍ତପୁର ବ୍ଲକରେ ୨ ନକଲି ଶିକ୍ଷକ ଠାବ ହୋଇଛନ୍ତି । ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଏତଲା ଦିଆଯାଇଛି । ଦୁଇ ଶିକ୍ଷକ ହେଲେ…

ଗଞ୍ଜାମ : ଜାଲ ସାର୍ଟିଫିକେଟ ଦେଇ ନିଲମ୍ବିତ ହେଲେ ୯ ଶିକ୍ଷକ ଶିକ୍ଷୟତ୍ରୀ

ଗଞ୍ଜାମ (କେନ୍ଯୁଜ୍) : ଜାଲ ସାର୍ଟିଫିକେଟ ଦେଇ ନିଲମ୍ବିତ ହେଲେ ୯ ଶିକ୍ଷକ ଶିକ୍ଷୟତ୍ରୀ। ବିଏଡ ପରୀକ୍ଷାର ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୨୩ଟି ସାର୍ଟିଫିକେଟର…

ବଲାଙ୍ଗିରରେ ଜିଲ୍ଲାରେ ଧରାପଡିଛନ୍ତି ୧୦ଜଣ ନକଲି ଶିକ୍ଷକ

ବଲାଙ୍ଗିର(କେନ୍ୟୁଜ୍): ଅସଲି ସ୍କୁଲରେ ନକଲି ଶିକ୍ଷକ । ବଲାଙ୍ଗିରରେ ଜିଲ୍ଲାରେ ଧରାପଡିଛନ୍ତି ୧୦ଜଣ ନକଲି ଶିକ୍ଷକ । ଏହି ନକଲି ଶିକ୍ଷକ ଦୀର୍ଘ ବର୍ଷ ହେବ ରାଜକୋଷରୁ ଦରମା ବି ନେଉଥିଲେ । ଅସଲ ଚେହେରା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚାକିରିରୁ ବହିସ୍କୃତ କରି ମାମଲା ରୁଜୁ କରାଯାଇଛି ।…