ଜଘନ୍ୟ ହତ୍ୟାକାଣ୍ଡ, ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲା ଶ୍ରୀଲଙ୍କା ଛାତ୍ର
କାନାଡା ରାଜଧାନୀ ଓଟାଓ୍ଵାରେ ଛୁରୀ ଭୁସି ୬ ଜଣଙ୍କୁ ହତ୍ୟା । ସେଠାରେ ରହୁଥିବା ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ପରିବାରର ୬ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଓଟାଓ୍ଵା ପୋଲିସ ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, କାନାଡା ରାଜଧାନୀ ଓଟାଓ୍ଵାରେ…