ପୁରୀ : ୩ ଶହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ୩ କୋଟି ୬୦ ଲକ୍ଷ ଟଙ୍କାର ଋଣ ଦେଲେ ବ୍ୟାଙ୍କର୍ସ
ବାତ୍ୟା ଫିନରେ ପ୍ରଭାବିତ ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକର ଆଥିିକ ସ୍ଥିତି ଦୋହଲି ଯାଇଥିଲା । ବିଭିନ୍ନ ଉଦ୍ୟୋଗ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ସେମାନଙ୍କୁ ସହାୟତାର ହାତ ବଢାଇଛି ଡେଲାଙ୍ଗ ବ୍ଲକ ବ୍ୟାଙ୍କର୍ସ । ବ୍ଲକର ସମସ୍ତ ବ୍ୟାଙ୍କ ଏକତ୍ରିତ ହୋଇ ଲୋକଙ୍କୁ ଋଣ ଦେବାକୁ ଆଗେଇ ଆସିଛନ୍ତି…