ସ୍କେଟାଥନ ମାଧ୍ୟମରେ ବୃକ୍ଷ ରୋପଣର ବାର୍ତ୍ତା
ଭୁବନେଶ୍ୱର : ରୋଟାରୀ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଶିଖରଚଣ୍ଡୀରେ କୁନି କୁନି ପିଲାଙ୍କୁ ନେଇ ସ୍କେଟାଥନ ଆୟୋଜନ କରାଯାଇଛି। ବାତ୍ୟା ଫନି ପରେ ରାଜଧାନୀରେ ସବୁଜିମା ହଜିଯାଇଥିବା ବେଳେ ପୁଣି ଥରେ ଭୁବନେଶ୍ୱରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରୋଟାରୀର ସଦସ୍ୟ।…