ବର୍ଷକର ଆନ୍ଦୋଳନ ପରେ ସ୍ଥଗିତ ହେଲା କୃଷକ ଆନ୍ଦୋଳନ, ଡିସେମ୍ବର ୧୧ ରୁ ଆରମ୍ଭ ହେବ ଘର ବାହୁଡ଼ା
ନୂଆଦିଲ୍ଲୀ : ଗୋଟିଏ ବର୍ଷ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଏବେ ସମାପ୍ତ ହୋଇଛି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହା ଘୋଷଣା କରିଛି । କୃଷକ ନେତା ବଲବୀର ରାଜେବାଲ କହିଛନ୍ତି ଯେ ଆମେ ସରକାରଙ୍କୁ ହରାଇ ବୀଜୟ ପ୍ରାପ୍ତ କରିଛୁ । ଆସନ୍ତା ୧୫ ଜାନୁଆରୀରେ କୃଷକ…