ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତଦେହ, ଘରୁ କାର୍ବନ ମନୋକ୍ସାଇଡ୍…
ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଛି। ବଲିଉଡ୍ର ଟପ୍ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍ ତାଙ୍କର ଏଭଳି ଅସ୍ୱାଭାବିକ…