Browsing Tag

father killed his son

ପିଶାଚ ବାପା : ପାରିବାରିକ କଳହ ଯୋଗୁଁ ପୁଅ ବେକରେ ଗାମୁଛା ବାନ୍ଧି କଲା ହତ୍ୟା

କୋରାପୁଟ (କେନ୍ୟୁଜ) : ପାରିବାରିକ କଳହ ଯୋଗୁଁ ହତ୍ୟା, ଏବେ ଏକ ନିତି ଦିନିଆ ଘଟଣା ହେଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ଏମିତି ଅନେକ ଖବର ପ୍ରକାଶ ପାଉଛି । ପରିବାରରେ ସାମାନ୍ୟ କଳହରୁ ବର୍ତ୍ତିବା ପାଇଁ ଲୋକେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଠିକ୍‌ ଏମିତି ଏକ ଘଟଣା ଏବେ ପୁଣି…

ଜଘନ୍ୟ ହତ୍ୟାକାଣ୍ଡ: ବାପର ଟାଙ୍ଗିଆ ଚୋଟରେ ଗଲା ପୁଅର ଜୀବନ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି ବାପ ଭୁଲିଗଲା ରକ୍ତ ସମ୍ପର୍କ । ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି…

ଗଞ୍ଜାମ: ଅତ୍ୟାଚାର ସହିପାରିଲାନି ବାପା, ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି କଲା ହତ୍ୟା

ଗଞ୍ଜାମ : ଜନ୍ମ କଲା ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ବାପା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଆମ୍ବୁର୍ତୁଳୁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜୟ ବିଶୋୟୀ ନିଜ ପୁଅକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ପୁଅ ଜିତେନ୍ଦ୍ର ପ୍ରତିଦିନ ମଦ ପିଇ ବାପା ମାଆକୁ ବାଡ଼େଇଥାଏ…

ନିଷ୍ଠୁର ବାପାର ଅମାନୁଷିକ କାଣ୍ଡ, ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ଫିଙ୍ଗି ଦେଲା ନଦୀକୁ

ବାଲେଶ୍ଵର: ଜଣେ ନିଷ୍ଠୁର ବାପର ଅମାନୁଷିକ କାଣ୍ଡ । ବାଲେଶ୍ଵରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ନଦୀକୁ ଫିଙ୍ଗି ଦେଇଛି ବାପା । ଏହି ଘଟଣାରେ ବାପାକୁ ଅଟକ ରଖିଛି ସହଦେବ ଖୁଣ୍ଟା ଥାନା…