ଅନରକିଲିଂ: ଝିଅକୁ ପ୍ରେମିକ ସହ ସ୍କୁଟିରେ ଦେଖି ଭୀଷଣ ରାଗିଗଲେ ବାପା, କୁରାଢ଼ୀ ହାଣି କରିଦେଲେ ଟିକ୍ ଟିକ୍
ପୁଣିଥରେ ସମ୍ମାନ ପାଇଁ ଜଣକୁ ହତ୍ୟା କଲେ ପରିବାର ଲୋକେ। ମଧ୍ୟ ପ୍ରଦେଶରେ ଅନରକିଲିଂର ଆଉ ଏକ ମାମଲା ସାମ୍ନାକୁ ଆସିଛି। ବୈତୁଲର ଆମଲାରେ ଘଟିଛି ଏହି ହତ୍ୟାକାଣ୍ଡ। ଝିଅର ବାପା ଝିଅକୁ ଜଣେ ଯୁବକ ସହ ସ୍କୁଟିରେ ଦେଖିଦେଇଥିଲେ। ଏଥିରେ ରାଗି ଯୁବତୀଙ୍କ ବାପା ଓ ଭାଇଙ୍କୁ ତାଙ୍କୁ କୁରାଢ଼ୀରେ…