Browsing Tag

fire in building

ବେଡରୁମରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଜଳିଗଲେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅ

ବେଡରୁମରେ ଶୋଇଥିବା ବେଳେ ଅଘଟଣ । ଜଳିଗଲେ ଦମ୍ପତି ଏବଂ ୮ ବର୍ଷର ପୁଅ । ଏମିତି ଏକ ଘଟଣା ଅହମଦାବାଦରେ ଘଟିଛି। ଏକ ଡୁପ୍ଲେକ୍ସର ବେଡରୁମରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା। ଫଳରେ ଦମ୍ପତିଙ୍କ ସହିତ ୮ ବର୍ଷର ପୁଅର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ମୁମ୍ବାଇର ମଲାଡରେ ଥିବା ଏକ ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗିବା ପରେ ତୃତୀୟ ମହଲାରୁ ଡେଇଁଲେ ମହିଳା

ମୁମ୍ବାଇର ମଲାଡ ଅଞ୍ଚଳରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଭୟଙ୍କର ନିଆଁ । ୨୧ ମହଲା ବିଲିଡିଂର ତୃତୀୟ ମହଲାରେ ଭୀଷଣ ନିଆଁ ଲାଗିଛି। ନିଆଁ ଲାଗିବା ଖବର ମିଳିବା ପରେ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ରହିଛି। ବିଲିଡିଂରେ ନିଆଁ ଲାଗିବା ପରେ ଜଣେ ଯୁବତୀ ଝରକାରୁ…

ଚୀନ: ୨୧ ମହଲା ବିଲିଡିଂରେ ଲାଗିଲା ଭୀଷଣ ନିଆଁ, ୧୦ ମୃତ ଅନେକ ଆହତ

ଚୀନର ଶିନଜିୟାଙ୍କ ଉଇଗରରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଉରୁମକୀରେ ଗୁରୁବାର ରାତିରେ ୨୧ ମହଲା ବିଲିଡିଂରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଚିକିତ୍ସା ଚାଲିଛି। ଘଟଣା…

ଘରେ ଲାଗିଥିବା ଭୟଙ୍କର ନିଆଁ ଭିତରେ ଫସିଗଲେ ୨ ଯୁବକ, ଜୀବନ ବଞ୍ଚାଇବାକୁ ଆପଣାଇଲେ ଏମିତି ଉପାୟ; ଭିଡିଓ ଦେଖିଲେ ଛାତି…

ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଖାସ୍‌ ସେଇଥିପାଇଁ ଏହାକୁ ଅଜବ ଭିଡିଓର ଗନ୍ତାଘର ବୋଲି ମଧ୍ୟ କୁହାଯାଏ। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟ୍ଵିଟରରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳେ, ଯାହା ଆମ ଚିନ୍ତା ଧାରା ବାହାରେ ଥାଏ। ଆମେ ଯାହା ଚିନ୍ତା କରି…