ପାପାରାଜିଙ୍କୁ ଦେଖି ଓଢ଼ଣୀରେ ବେବି ବମ୍ପ୍ ଲୁଚାଇଲେ ଆଥିୟା ସେଟ୍ଟି, ବହୁତ ଜଲଦି ହେବେ ମା’
ସୁନିଲ ସେଟ୍ଟିଙ୍କ ଝିଅ ତଥା ଅଭିନେତ୍ରୀ ଆଥିୟା ସେଟ୍ଟି ଗତ ବର୍ଷ ଜାନୁୟାରୀରେ କ୍ରିକେଟର କେଏଲ୍ ରାହୁଲଙ୍କୁ ବିବାହ କରିଥିଲେ । ଏବେ ଏହି ଯୋଡ଼ି ବହୁତ ଜଲଦି ପ୍ୟାରେଣ୍ଟସ୍ ହେବାକୁ ଯାଉଛନ୍ତି । ନିକଟରେ କପଲ୍ ପ୍ରେଗନାନ୍ସି ଆନାଉନ୍ସମେଣ୍ଟ କରିଥିଲେ । ପ୍ରେଗନାନ୍ସି ଆନାଉନ୍ସମେଣ୍ଟ ପରେ ଆଜି…