କେନ୍ଦ୍ରାପଡା ଓ ଭଦ୍ରକ ମଧ୍ୟରେ ଦୂରତ୍ୱ କମିବ, ତାଳଚୁଆରୁ କାରନାଳି ଯାଏ ନିର୍ମାଣ ହେବ ରୋ-ପାକ୍ସ ଜେଟି ଓ ଫ୍ଲୋଟିଂ…
ରାଜନଗର (କେନ୍ୟୁଜ): ଦୀର୍ଘଦିନର ସମସ୍ୟା ଦୂର ହେବ। ଘୁଞ୍ଚବ ଦୁଃଖ । ସମୟ ନଷ୍ଟ ହେବ ନାହିଁ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଜଳପଥରେ ଦୂରତା ହ୍ରାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆରୁ ଭଦ୍ରକ ଜିଲ୍ଲାର କାରନାଳି ପର୍ଯ୍ୟନ୍ତ…