Browsing Tag

flood alert

କଟକ-ବାଙ୍କୀ ରାସ୍ତା ଉପରେ ଚାଲିଛି ପାଣି, କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବାଙ୍କୀ(କେନ୍ୟୁଜ୍): କଟକ-ବାଙ୍କୀ ରାସ୍ତାରେ ପାଣି। କଇଁମୁଣ୍ଡା ଠାରେ ରାସ୍ତା ଉପରେ ପାଣି ଚାଲିଛି। ଗତ ଦୁଇ ଦିନ ଧରି ମହନଦୀରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା କଇଁମୁଣ୍ଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଜଳବନ୍ଦୀ ହୋଇ ରହିଛନ୍ତି ଶହ ଶହ ଲୋକ। ଘରେ ପାଣି ପଶିବାରୁ ପିଲାଛୁଆ…

ବନ୍ୟା ଆଁରେ ଅନୁଗୁଳର ଟିକରପଡା ଅଞ୍ଚଳ, ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୁଳ(କେନ୍ୟୁଜ୍): ବନ୍ୟା ଆଁରେ ଅନୁଗୁଳର ଟିକରପଡା । ହୀରାକୁଦରେ ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଅଂଚଳର ୪ଟି ଗାଁ ଗଇନ୍ଦି, ବେହେରାସାହି,ମଝିପଡା,ଘାଟସାହି ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପାଣି ଭିତରେ ବୁଡି ରାସ୍ତା ବୁଡିରହିଥିବାରୁ…

ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା: ଫୁଲିଛି ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀ, ବନ୍ୟା ଆଶଙ୍କା

ବାଲେଶ୍ୱର(କେନ୍ୟୁଜ୍): ଲଘୁଚାପ ଜନିତ ଲଗାଣ ବର୍ଷା ଆଣିଛି ବିପତ୍ତି । ରାଜ୍ୟରେ ବନ୍ୟା ସ୍ଥିତି । ବଢିଛି ବିଭିନ୍ନ ନଦୀର ଜଳସ୍ତର । ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା । ଫୁଲିଛି ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀ । ଜଳସ୍ତର ବଢୁଥିବାରୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର…

ଏବେ ଗୁଗୁଲ ଦେବ ବନ୍ଯାର ପୂର୍ବସୂଚନା, ଆରମ୍ଭ ହେଲା ବନ୍ଯା ଅଲର୍ଟ ମ୍ଯାପ୍

ନୂଆଦିଲ୍ଲୀ : ଦେଶରେ କେରଳ ରାଜ୍ଯରେ ଐତିହାସିକ ବନ୍ଯା ହୋଇଥିବା ବେଳେ ଏବେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛୁ ଅଭାବନୀୟ ପରିସ୍ଥିତ। ଏନେଇ ଜନସାଧାରଣଙ୍କ ସାହାଯ୍ଯ କରିବା ପାଇଁ ଗୁଗୁଲ ଆରମ୍ଭ କରିଛି ଏକ ଅଭିନବ ଉପାୟ। ଗୁଗୁଲ ଭାରତରେ ବନ୍ଯାର ପୂର୍ବାନୁମାନ ଲଗାଇବା ପାଇଁ…

ଓଡିଶାରେ ବନ୍ୟା ପାଇଁ ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ବର (କେନ୍ଯୁଜ୍) : ବନ୍ୟା ପାଇଁ ୪ ଜିଲ୍ଲାକୁ ଆଲର୍ଟ । କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ସର୍ତକ କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ଏ ସମସ୍ତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି ।…