Below header
Browsing Tag

flood in odisha

ହୀରାକୁଦ ଛାଡ଼ିଲା, ମହାନଦୀ ବଢ଼ିଲା : ପ୍ରବଳ ବର୍ଷାରେ କାଠଯୋଡ଼ିରୁ ବିରୁପା ଫୁଲୁଛି ଏବେ ସବୁ ନଦୀ

କଟକ: ହୀରାକୁଦ ବନ୍ୟାଜଳ ନିଷ୍କାସନ ହେବା ପରେ ଫୁଲୁଛି ମହାନଦୀ ଓ କାଠଯୋଡି। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୧୦ହଜାର ୨୪୮କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି।  ନରାଜରେ ୨ଲକ୍ଷ ୫ହଜାର ୨୨କ୍ୟୁସେକ୍‌ ବନ୍ୟାଜଳ କାଠଯୋଡି ନଦୀକୁ ପ୍ରବାହିତ ହେଉଛି। ଆଜି ମୁଣ୍ଡୁଳୀରେ ପହଞ୍ଚିବ ହୀରାକୁଦ…

ଲଗାଣ ବର୍ଷାରେ ମାଲକାନଗିରି କାଙ୍ଗୁରକୋଣ୍ଡା ପୋଲ ଉପରେ ଭାସିଗଲା ଟ୍ରକ୍‌

ମାଲକାନଗିରି : ଲଗାଣ ବର୍ଷାରେ ଭାସିଗଲା ଟ୍ରକ୍‌ । ମାଲକାନଗିରି ଜିଲ୍ଲା କାଙ୍ଗୁରକୋଣ୍ଡା ପୋଲ ଉପରୁ ଟ୍ରକ୍‌ ଭାସିଗଲା । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ଟ୍ରକ୍‌ ପାର ହେଉଥିଲା । ଏହି ସମୟରେ ଟ୍ରକଟି ଭାସିଯାଇଥିଲା । ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଜିଲ୍ଲାରେ ୫…

ମାଲକାନଗିରିରେ ଲାଗିରହିଛି ଲଗାଣ ବର୍ଷା: ପୋଟେରୁ ଓ ପାଙ୍ଗାମ ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଯାହା ଫଳରେ ଅନେକ ସ୍ଥାନକୁ ଯାତାୟତା କରିବାରେ ବାଧା ସୃଷ୍ଟି ହୋଇଛି । ଗତକାଲି ପାଙ୍ଗମ, କରୁକୋଣ୍ଡା ଏବଂ ଏମ୍‌ଭି-୩୭ ପୋଲ ଉପରେ ଚାଲୁଥିବା…