Browsing Tag

florida

ଛେଳିର ପ୍ୟାଟରନିଟି ଟେଷ୍ଟ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ମହିଳା, ବିଶ୍ୱାସ ହେଉନଥିଲେ ଏହା ସତ

ଦୁନିଆରେ ଏଭଳି ଏମିତି ଅନେକ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଏବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡ଼ାରେ। ଫ୍ଲୋରିଡ଼ାରେ ଜଣେ ମହିଳା ନିଜ ପାଳିତ ଛେଳିର ପ୍ୟାଟରନିଟି ବା ପିତୃତ୍ୱ ଟେଷ୍ଟ କରିବା ପାଇଁ ମାମଲା ରୁଜୁ କରିଛନ୍ତି। ମହିଳାଙ୍କ…

ଅଦ୍ଭୁତ ଗାଁ, ଏଠାରେ କେବଳ ବାସ କରନ୍ତି ନାବାଳିକାଙ୍କ ଦୁଷ୍କର୍ମକାରୀ

ଯଦି ଆପଣଙ୍କୁ କିଏ କହେ କି, ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠାରେ କେବଳ ବଳାତ୍କାରୀ ରୁହନ୍ତି, ତେବେ କ’ଣ ଆପଣ ବିଶ୍ୱାସ କରିବେ। ହୁଏତ ଆପଣ ନ କରିପାରନ୍ତି। କିନ୍ତୁ ପ୍ରକୃତରେ ଏମିତି ଏକ ଗାଁ ରହିଛି, ଯେଉଁଠାରେ କେବଳ ବଳାତ୍କାରୀ ହିଁ ରହିଥାନ୍ତି। ଆମେରିକାର ଫ୍ଲୋରିଡାରେ…

ବୟସ ମାତ୍ର ୧୪ ବର୍ଷ: ୮ ପୃଷ୍ଠାରେ ଏହି ଦୁଇ ବାଳିକା ରଚିଥିଲେ ୯ ଜଣଙ୍କ ମୃତ୍ୟୁର ତାଣ୍ଡବ, ଆଉ ତା’ ପରେ

ନିଜ କାମକୁ ସଠିକ୍‌ ସମୟରେ କରିବା ପାଇଁ ଅନେକ ଲୋକ ଏହାକୁ ପ୍ଲାନିଂ କିମ୍ବା ଟାଇମ ଟେବୁଲ କରି ଲେଖିଦିଅନ୍ତି। କାରଣ ସେମାନଙ୍କୁ ପଛରେ କୌଣସି ହଇରାଣ ହେବାକୁ ଯେମିତି ନ ପଡେ। କିନ୍ତୁ କାହାକୁ ମାରିବା ପାଇଁ ସଠିକ୍‌ ପ୍ଲାନିଂ କରିବା ସହିତ ଏପରି ଟାଇମ ଟେବୁଲ ମଧ୍ୟ ପ୍ରସ୍ତୁତ କରିହୁଏ ବୋଲି…

ରାଗରେ ମହିଳା କଲେ ୧.୫୦ଲକ୍ଷ ମେସେଜ୍ , ଏବେ ପୋଲିସ କଲା ଗିରଫ

ଫ୍ଳେରିଡା : ଆମେରିକାରେ ଜଣେ ମହିଳା ପ୍ରତ୍ୟଖ୍ୟାନ ସହ୍ୟ ନକରିପାରି ସ୍କିନ୍ କେୟାର ପ୍ରଡ଼କ୍ଟର ସିଇଓଙ୍କୁ ପାଖାପାଖି ୧.୫୯ଲକ୍ଷ ଥର ମେସେଜ୍ ପଠାଇଛନ୍ତି। ୩୧ ବର୍ଷିୟ ମହିଳା ଏପରି ଧମକ ଭରା ମେସେଜ୍ ପଠାଇଥିଲେ କି, ତାଙ୍କୁ ଏବେ ପୋଲିସ ଗିରଫ କରିଛି। ପୋଲିସ ସୂଚନା ମୁତାବକ ମହିଳା ଜଣଙ୍କ…