Browsing Tag

flyover

ଫ୍ଲାଏ ଓଭର ଏବଂ ବ୍ରିଜ ମଧ୍ୟରେ ପାର୍ଥକ୍ୟ କ’ଣ ଆପଣ ଜାଣନ୍ତି କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ପ୍ରତ୍ୟେକ ସହରରେ ରାସ୍ତା ରହିଥାଏ । କିନ୍ତୁ ଯେତେବେଳେ ସହର ପାଇଁ ରାସ୍ତା ପର୍ଯ୍ୟାପ୍ତ ହୋଇନଥାଏ ଅର୍ଥାତ ରାସ୍ତା ଅତ୍ୟଧିକ ଗହଳି ହୁଏ ସେତେବେଳେ ଫ୍ଲାଏଓଭର ନିର୍ମାଣ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଅନେକ ଫ୍ଲାଏଓଭର…

ରସୁଲଗଡ଼ ଓଭରବ୍ରିଜରେ ଫାଟ, ଝୁଲି ରହିଛି ସ୍ଲାବ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ରସୁଲଗଡ଼ ଓଭରବ୍ରିଜରେ ଫାଟ । ଝୁଲି ରହିଛି ସ୍ଲାବ ।  ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ପୂର୍ବରୂ ମଧ୍ୟ ପଳାଶୁଣି ଫ୍ଲାଏ ଓଭର ଦବି  ଯିବାରୁ ଆତଙ୍କତି ଥିଲେ ଲୋକେ । ଏଭଳି ଭାବରେ…

ଏଣିକି ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ, ବିଜ୍ଞପ୍ତି ଜାରି କରିଛି କମିଶନରେଟ…

ଭୁବନେଶ୍ୱର (କେନ୍ୟୁଜ୍): ଫ୍ଲାଏ ଓଭର ତଳକୁ ଓହ୍ଲାଇବେ ନାହିଁ ବସ୍‌। ବରମୁଣ୍ଡାରୁ ବାହାରିଲେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଇଥିବା ବ୍ରିଜ୍‌ ଉପରେ କଟକ ଅଭିମୁଖେ ଯିବେ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ। ବରମୁଣ୍ଡା ପରେ ନୟାପଲ୍ଲୀ ହୋଟେଲ କ୍ରାଉନ୍‌ ପାଖ ବସ୍‌ ବେ ଓ…

ଭୁବନେଶ୍ବର: ଦବିଲା ପଳାଶୁଣି ଫ୍ଲାଏଓଭର, ଗାଡ଼ି ଚଳାଚଳ ହେଲା ବନ୍ଦ

ରାଜଧାନୀ ଉପକଣ୍ଠ ପଳାଶୁଣି ଫ୍ଲାଏ ଓଭର ଅଚାନକ ଦବି ଯାଇଛି। ଯାହା ଫଳରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡିଚଳାଚଳ ବନ୍ଦ ରହିଛି। ଫ୍ଲାଏ ଓଭରଟି  କିଛି ଦିନ ତିଆରି ହୋଇଥିବାରୁ  ଏହା କେଉଁ କାରଣରୁ ଦବିଲା ତାହା ଜଣା ପଡିନାହିଁ ।  କିଛି ବିପଦର ଆଶଙ୍କା ଥିବାରୁ ଫ୍ଲାଏଓଭର ଦେଇ ଯାଆସ କରିବାକୁ…

ପୋଲ ତଳକୁ ଖସି ସାଇକେଲ ଆରୋହୀ ମୃତ

ବାଂଶପାଳ : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନ ଗଜପୁର ପୋଲ ଉପରୁ ଖସି ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗଜପୁର ଗ୍ରାମର ପୁଡା ନାୟକ। ଗତକାଲି ରାତିରେ ପୁଡା ନାୟକ ସିଙ୍ଗପୁରରୁ ନିଜ ଗାଁ ଗଜପୁରକୁ ଫେରୁଥିବା ବେଳେ ନିଜ ସାଇକେଲ ସହିତ ପୋଲ ତଳକୁ ଖସି ପଡିଥିଲେ। ଯାହାଫଳରେ…