ଖାଦ୍ୟ ପଦାର୍ଥରେ କମୁଛି ପୋଷକ ତତ୍ତ୍ୱ, ବଢ଼ୁଛି ଶରୀରରେ ରୋଗ ସମସ୍ୟା : ରିପୋର୍ଟ
ନୂଆଦିଲ୍ଲୀ : ଶରୀରରେ ପ୍ରୋଟିନର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଡାଲି ଖାଇଥାଉ । ହେଲେ ଏବେ ଏଥିରେ କମିଯାଇଛି ପୋଷକ ତତ୍ତ୍ୱ । ଗତ ୩ ଦଶନ୍ଧୀ ତଳେ ଡାଲିରେ ଯେଉଁ ପ୍ରୋଟିନ ଥିଲା, ଏବେ ତାହା ଆଉ ନାହିଁ । ଏହାର ମାତ୍ରା କମି ଯାଇଛି । ଖାଲି ଡାଲି ନୁହେଁ, ଚାଉଳ,ଗହମ, ପରିବା ଓ ମିଲେଟସରେ…