Browsing Tag

food crisis

ପାକିସ୍ତାନରେ ମାଗଣା ଅଟା ନେବା ବେଳେ ଦଳାଚକଟା, ୧୧ ମୃତ

ପାକିସ୍ତାନରେ ଆର୍ଥିକ ସଙ୍କଟ ପରେ ସ୍ଥିତି ହାହାକାର ହୋଇପଡିଛି । ସରକାରଙ୍କ ତରଫରୁ ମାଗଣା ଅଟା ଦିଆଯାଉଥିବା ବେଳେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାଛଡା ୬୦ ଜଣ ଲୋକ ଆହତ ହୋଇଥିବା ମଧ୍ୟଜଣାପଡିଛି । ପାକିସ୍ତାନରେ ମହଙ୍ଗା ମାଡରୁ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ…

ବଦଳୁଛି ପାଣିପାଗ; ଆଗକୁ ଖାଦ୍ୟ ସଙ୍କଟ ବଢିବ ! ବେଳ ଥାଉ ଥାଉ ସୁଧୁରିଯାଅ

କୁହାଯାଏ ଆମେ ଏଇ ମାଟିର ମଣିଷ। ଏଇ ମାଟିରୁ ଜନ୍ମ ପୁଣି ଏଇ ମାଟିରେ ଦିନେ ମିଶିଯିବ । ଟିକେ ଚିନ୍ତା କରନ୍ତୁ ତ ଯଦି ମାଟି ନରୁହେ ମଣିଷ ମିଶିବ କୋଉଠି ?? ମାଟିରୁ ଅନେକ ଜୀବଜନ୍ତୁ ଜନ୍ମ ନିଅନ୍ତି । ମାଟି ନଥିଲେ ଜୀବ ଜନ୍ମ ନେବେ କେମିତି। ଅନେକ ରିସର୍ଚ୍ଚ କହୁଛି ଆମ ପୃଥିବୀରେ ୪୫ ରୁ ୬୦…

ପ୍ରତିଦିନ ଭୋକରେ ଶୋଉଛନ୍ତି ଅଗଣିତ ଲୋକ, ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି

ଦି ବର୍ଷ ଧରି କୋଭିଡ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ କଲା ପରେ ଏବେ ନୂଆ ଖାଦ୍ୟାଭାବ ଦେଖା ଦେଇଛି। କରୋନା ଯୋଗୁ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ କୋଟି କୋଟି ଲୋକ ଭୋକିଲା ରହିଛନ୍ତି। କୋଭିଡ୍‌ ୨ ବର୍ଷ ସମୟରେ ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି ପାଇଛି। ୨୦୨୧ରେ…

ବିଶ୍ୱରେ ପ୍ଲାଷ୍ଟିକ ଠାରୁ ଏବେ ଚିନ୍ତାଜନକ ଖାଦ୍ୟସଙ୍କଟ,ଜାଣନ୍ତୁ କେତେ ଦେଶ ଖାଦ୍ୟାଭାବ ସହ ଜୁଝିହେଉଛନ୍ତି

ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହର ଆବଶ୍ୟକ । ଆଉ ଏହା ଭିତରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟ । ଯାହା ପ୍ରତିଦିନ ଜରୁରି । ଏଥିପାଇଁ ସମସ୍ତଙ୍କୁ ସଂଘର୍ଷ କରିବାକୁ ପଡୁଛି । କାରଣ ଖାଦ୍ୟ ନମିଳିଲେ ମଣିଷଟେ ବ଼ଞ୍ଚିରହିବା ମୁସ୍କିଲ । ହେଲେ ବର୍ତ୍ତମାନ ସମୟରେ…

ଉତ୍ତର କୋରିଆରେ ଖାଦ୍ୟ ନାହିଁ! କ୍ଷେତ ଜଗିଛନ୍ତି ସୈନିକ, ଫସଲ ଚୋରି କଲେ ଗୁଳି ମାରି ଦେବାକୁ ଦିଆଯାଇଛି ଆଦେଶ

ଉତ୍ତର କୋରିଆରୁ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ତାହା ଦିନକୁ ଦିନ ଅଧିକ ଚିନ୍ତାଜନକ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟ ସହାୟତା ଏଜେନ୍ସି ଲଗାତାର ଚେତାବନୀ ଦେଉଛି କି, ଖାଦ୍ୟ ସଙ୍କଟ ଯୋଗୁ ଉତ୍ତର କୋରିଆ ବଡ଼ ମାନବୀୟ ସଙ୍କଟ ଆଡ଼କୁ ଗତି କରୁଛି। ଚଳିତ ବର୍ଷ ବନ୍ୟା ଫସଲ ନଷ୍ଟ କରି…

ଚୀନ ଉପରକୁ ମାଡ଼ି ଆସିଛି ବିପତ୍ତି! ସେବା ବନ୍ଦ କଲା Yahoo; ସେପଟେ ଖାଦ୍ୟ, ବିଜୁଳି ସଙ୍କଟ ସାଙ୍ଗକୁ ପିଛା ଛାଡ଼ୁନି…

ଚୀନରେ ଏବେ ସ୍ଥିତି ଭୟାବହ। ଦେଶରେ କିଛି ବି ଠିକ୍‌ ଚାଲୁନାହିଁ। ଡ୍ରାଗନ୍‌ ବାହ୍ୟ ସମସ୍ୟା ସହ ଆଭ୍ୟନ୍ତରୀଣ ସମସ୍ୟାକୁ ବି ସାମ୍ନା କରିବାରେ ଲାଗିଛି। ଗୋଟିଏ ପଟେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ କ୍ୱାଡ୍‌ ଜରିଆରେ ଚୀନକୁ ଲଗାତାର ଘେରୁଛନ୍ତି। ଆଉ ସେପଟେ ଦେଶର ଅଧିକାଂଶ ସହରରେ…