Browsing Tag

food inflation

କ୍ଷୀର ଏବଂ ଚିକେନ ପରେ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦାମରେ ଲାଗିଲା ନିଆଁ, ଲିଟର ପିଛା ୨୭୨ ଟଙ୍କା

କ୍ଷୀର ଏବଂ ଚିକେନ ପରେ ପାକିସ୍ତାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପାକିସ୍ତାନରେ କ୍ଷୀର ଲିଟର ପିଛା ୨୧୦ ଟଙ୍କା ଏବଂ ଚିକେନ କେଜି ପିଛା ୯୦୦ ଟଙ୍କା ବୃଦ୍ଧି ପାଇଥିଲା । ଏବେ ପେଟ୍ରୋଲ ଦାମ୍‌ ଲିଟର ପିଛା ୨୭୨ ଟଙ୍କା ହୋଇଛି। ସେହିପରି ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ପହଞ୍ଚିଛି ।…

କାଙ୍ଗାଳିଆ ସ୍ଥିତିରେ ପାକିସ୍ତାନ, କ୍ଷୀର ଲିଟର ପିଛା ୨୧୦ ଟଙ୍କା ଓ ଚିକେନ କେଜି ପିଛା ୯୦୦ ଟଙ୍କା

ପାକିସ୍ତାନରେ ସ୍ଥିତି ଭୟଙ୍କର । କ୍ଷୀର ଦାମ ୨୧୦ ଟଙ୍କା ରହିଥିବା ବେଳେ ଚିକେନ ଦାମ୍‌ ୯୦୦ ଟଙ୍କାରେ ପହଞ୍ଚିଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ଲୋନ କରିଥିବା କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଏପରି ପରିସ୍ଥିତି…

ପାକିସ୍ତାନରେ ଭୟଙ୍କର ସ୍ଥିତି ! ପରିବାରର ଆବଶ୍ୟକତା ପୂରଣ କରିନପାରିବାରୁ ୩ ଝିଅକୁ ବିଷ ଦେଇ ମାରିଲା ବାପା

ପାକିସ୍ତାନରେ ହାହାକାର ସ୍ଥିତି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲୋକ ଶାରୀରିକ ଏବଂ ମାନସିକତା ଉପରେ ପଡୁଛି । ବେରୋଜଗାରୀ ଏବଂ ଦାରିଦ୍ରତା ଯୋଗୁଁ ଜଣେ ବ୍ୟକ୍ତି ୩ ଝିଅକୁ ବିଷ ଦେଇ ମାରିଛନ୍ତି । ଏହି ଘଟଣାରେ ଜଣେ ପିଲାର ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଗୁରୁତର ରହିଛନ୍ତି। ବିଷ…

ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ

ପାକିସ୍ତାନରେ ମହଙ୍ଗା ମାଡ଼ ଯୋଗୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦୈନନ୍ଦିନ ବ୍ୟବହୃତ ଜିନିଷ ପରିବାଠାରୁ ଆରମ୍ଭ କରି ଦୁଗ୍ଧ ପଯ୍ୟର୍ନ୍ତ, ସବୁର ଦର ଆକାଶଛୁଆଁ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ ଦରବୃଦ୍ଧିକୁ ରୋକିବା ପାଇଁ ସେଠାକାର ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏକ…

ଏବେ ଥାଳିରୁ ଗାଏବ ହେବ ଭାତ-ଡାଲି, ୭ ପ୍ରତିଶତ ବୃଦ୍ଧି ହୋଇପାରେ ମହଙ୍ଗା ଦର

ଚଳିତବର୍ଷ ମୌସୁମୀ କମ୍ ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ଏବେ ତ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ, ଏବେ ଗରିବଙ୍କ ଥାଳିରୁ ଡାଲି ଏବଂ ଭାତ ମଧ୍ୟ ଗାଏବ ହୋଇଯିବ। ମହଙ୍ଗା ଦର ୭ ପ୍ରତିଶତ ବଢିଯିବ ବୋଲି ଅନୁମାନ କରାଯାଉଛି। କମ୍ ବର୍ଷା ଯୋଗୁଁ ଚାଷ…