Browsing Tag

food poisoning

ବାଲେଶ୍ୱର: ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର(କେନ୍ୟୁଜ୍) : ବାହାଘର ଭୋଜି ଖାଇ ଅସୁସ୍ଥ। ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଜଳେଶ୍ୱରପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ଗତକାଲି ରାତିରେ ବାହାଘର ଭୋଜି ହୋଇଥିଲା। ଏହାପରେ…

କେନ୍ଦୁଝରରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ,୯ ଗୁରୁତର। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଅଘଟଣ ଘିଟିଛି। ମୃତକ ଜଣକ ହେଲେ ମିଟୁ ନାୟକ। ସମସ୍ତ ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ନୂଆ ଗାଁରେ ପୁରେନ୍ଦ୍ର ନାୟକଙ୍କ ଝିଅ ବାହାଘର ପାଇଁ…