ନଦୀରେ ବୁଡି ୨ ନିଖୋଜ, ୫ ସାଙ୍ଗ ଆସିଥିଲେ ଗାଧୋଇବାକୁ
ସାଲେପୁର : କଟକ ଜିଲ୍ଲା ସାଲେପୁର ନିକଟ ଜଲହରି ଗ୍ରାମ ଚିତ୍ରୋତ୍ପଳା ନଦୀକୁ ପାଞ୍ଚ ଜଣ ସାଙ୍ଗ ଗାଧୋଇବାକୁ ବାକୁ ଆସିଥିବା ବେଳେ ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି । ତେବେ ତିନି ଜଣ ବୁଡି ଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସାଲେପୁର ଦମକଳ ଓ ଓଡ୍ରଫ ଟିମ୍ ର ଖୋଜା ଖୋଜି ଜାରି ରହିଛି ।
ସୂଚନା ମୁତାବକ, ଆଜି ଦିନ ତିନିଟା ସମୟରେ ସାଲେପୁର ମିର୍ଜାପୁର ଅଞ୍ଚଳର ୫ ଜଣ ସାଙ୍ଗ ଚିତ୍ରୋପଲା ନଦୀରେ ଗାଧୋଇଥିବା ସମୟରେ ଗଣ୍ଡରେ…
Read More...