Browsing Tag

former MLA anup sai

ଅନୁପ ସାଏଙ୍କ ମର୍ଡର ମାମଲା : ତଳ କୋର୍ଟର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଲେ ବିଳାସପୁର ହାଇକୋର୍ଟ,

ଝାରସୁଗୁଡା : ବିଧାୟକ ଅନୁପ ସାଏଙ୍କ ଡବଲ ମର୍ଡର ମାମଲାରେ ତଳ କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡାଦେଶକୁ ବିଳାସପୁର ହାଇକୋର୍ଟ ସ୍ଥଗିତ ରଖିଛନ୍ତି । ହାଇକୋର୍ଟ ଏହି ମାମଲାରେ ଶ୍ରୀ ସାଏଙ୍କୁ ଜାମିନ ପ୍ରଦାନ କରିବା ସହ ତାଙ୍କ ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି । ଏ ସମ୍ପର୍କରେ…

ରାଏଗଡ ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ କରୋନା ପଜିଟିଭ୍

ଝାରୁସୁଗୁଡ଼ା: ରାଏଗଡ ଜେଲରେ ଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏ କରୋନା ପଜିଟିଭ୍ । ସୂଚନା ଅନୁଯାୟୀ, ଗତକାଲି ରାତିରେ ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯିବାପରେ…