Browsing Tag

fraud arrested

ଅଧିକ ସୁଧ ନାମରେ କୋଟି କୋଟି ଟଙ୍କା ଠକି ନେଲା ଠକ,  ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଛଳନା କରି ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିଲା ଠକ । ମୋତେ ଟଙ୍କା ଦେଲେ ମୁଁ ତୁମକୁ ଅଧିକ ସୁଧ ଦେବି । ଏମିତି କିଛି କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିଲା । ଲୋକମାନେ ବି ବିଶ୍ବାସ କରି ଠକକୁ ତାଙ୍କର ଜୀବନ ସାରାର ଜମାପୁଞ୍ଜି ଦେଇଥିଲେ । କିନ୍ତୁ ସେମାନେ ଯେ ଠକାମିର ଶିକାର…

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ, କମ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ୪୦୦ ଜଣଙ୍କୁ ଠକିଥିଲା

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା ସନ୍ତୋଷ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ…

ଗିରଫ ହେଲା ରସିକିଆ ପ୍ରେମିକ, ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା

ଟିକେ ଭଲ କରି ଦେଖନ୍ତୁ ଏ ଯୁବକଙ୍କୁ । ଦେଖିବାକୁ ବେଶ୍‌ ହ୍ୟାଣ୍ଡସମ୍‌ ଦେଖାଯାଉଛନ୍ତି । ଦେଖିଲେ ଭଲ ଖାନଦାନର ଯୁବକଟିଏ ଭଳି ବି ଜଣାପଡୁଛନ୍ତି । ମଡେଲିଂ କିମ୍ବା ଫିଲ୍ମରେ ଯାଇଥିଲେ ହିରୋ ହୋଇଥାନ୍ତେ ନିଶ୍ଚୟ । ହେଲେ ତାଙ୍କ କାରନାମା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଠକିବା ପାଇଁ…

୧୯ ଲକ୍ଷ ଟଙ୍କା ନେଇ ନକଲି କାଗଜ ବିଡା ଧରାଇଥିଲେ ଠକ ଦଳ, କିନ୍ତୁ ଧରିନେଲା ପୋଲିସ

କାମ ଦେଲାନି ଠକଙ୍କ ଚାଲାକି ।  ଅସଲ ଟଙ୍କା ବଦଳରେ କାବଜ ବିଡ଼ା ଧରାଇ ହେରଫେର କରିବା ପାଇଁ ପ୍ଲାନ କରିଥିଲେ ଠକ ଦଳ । ଏତେ ଟଙ୍କାକୁ ହଡ଼ପ କରିବା ପାଇଁ ଏକ ଠକ ଗ୍ୟାଙ୍ଗ ରଚିଥିଲା ବଢ଼ିଆ ପ୍ଲାନ୍ । କିନ୍ତୁ ସବୁ ପ୍ଲାନ୍ ଫେଲ୍ ମାରିଲା । କାହିଁକି ନା ପୋଲିସର ଚାଲାକି ଆଗରେ ଚୋରଙ୍କ ପ୍ଲାନ୍ କଣ…

ଟଙ୍କା ଛପା ମେସିନ୍ ଦେବାକୁ କହି ଅପହରଣ ଘଟଣା, ୪ଗିରଫ

ଗଜପତି: ଟଙ୍କା ଛପା ମେସିନ ଦେବାକୁ କହି ଅପହରଣ । ଅପହରଣ ପରେ ବ୍ଳାକମେଲ୍ । ପରିବାର ଲୋକଙ୍କୁ ଧମକ ଦେଇ ନେଇଗଲେ ୬ ଲକ୍ଷ ଟଙ୍କା । ଏଭଳି ଏକ ଘଟଣାର ହୋଇଛି ପର୍ଦ୍ଦାଫାଶ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ୍ ଏହି ଅପହରଣ ଓ ନକଲି ନୋଟ୍ ଛପା ମେସିନ୍ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ…

ସୋସିଆଲ୍ ମିଡିଆରେ ପାଗଳ କରୁଛି ସୁନ୍ଦରୀଙ୍କ ମେସେଜ, ଚାଟିଂ କରିବା ପୂର୍ବରୁ ଶହେ ଥରେ ଭାବନ୍ତୁ

ଭୁବନେଶ୍ୱର: ହାଏ ଡିୟର ହାଓ ଆର ୟୁ? ୟୁ ଆର ଫ୍ରମ୍? ଆଇ ଆମ୍ ଫ୍ରମ୍ ସୁଇଜରଲାଣ୍ଡ, ବଟ୍ ଆଇ ଆମ୍ ଷ୍ଟେୟିଙ୍ଗ ଆଟ୍ ୟୁକେ । ଏଭଳି ଆପଣଙ୍କ ପାଖକୁ ବି ଅଜଣା ଲୋକଙ୍କର ହଠାତ୍ ମେସେଜ୍ ଆସିଥାଇପାରେ । ଆଉ ଆପଣ ଆଗପଛ କିଛି ନଭାବି ଚାଟିଙ୍ଗ କରିବା ଆରମ୍ଭ କରିଦିଅନ୍ତି । ତେବେ ଦର୍ଶକବନ୍ଧୁ…

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ, ସେୟାର ମାର୍କେଟ ଲୋଭ ଦେଖାଇ ଠକୁଥିଲା ଲୋକଙ୍କୁ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି । ସେୟାର…

ଲୋକଙ୍କ ପଞ୍ଝାରେ ଅଢ଼େଇ କୋଟିଆ ଠକ, ଷ୍ଟାର ହୋଟେଲରେ ମିଟିଙ୍ଗ୍‌ ରଖି ଲୋକଙ୍କୁ କମ୍‌ ଦିନରେ ଧନି କେମିତି ହେବେ ତାହା…

ଭୁବନେଶ୍ୱର (କେନ୍ୟୁଜ) : ଥ୍ରି ଷ୍ଟାର ଫାଇଭ୍‌ ଷ୍ଟାର ହୋଟେଲରେ କରୁଥିଲା ମିଟିଙ୍ଗ । ଷ୍ଟାର ହୋଟେଲରେ ଏକଦମ୍‌ ରାଜକୀୟ ଠାଣି ନେଇ ଲୋକଙ୍କ ସାମ୍ନାକୁ ଯାଉଥିଲା । ଭଲ ଜାଣିଥିଲା ଲୋକଙ୍କୁ ଠକିବାର ଉପାୟ । କେମିତି ଜଣେ ଲୋକ କଥାରେ ଫସିବ ତାର ବେଶ୍‌ ଭଲ ଟ୍ରିକ ଜଣାଥିଲା । କିଏ ବା କାହିଁକି…

ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ୍, ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର…

କଟକ(କେନ୍ୟୁଜ): ବଡ଼ ଧରଣର ମୋବାଇଲ ଫୋନ ସିମ୍‌ ଠକେଇର ପର୍ଦ୍ଦାଫାସ । ଢେଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ସେଲ । ଗିରଫ ତିନି ଅଭିଯୁକ୍ତ ହେଲେ ଢେଙ୍କାନାଳର ସାଇ ପ୍ରକାଶ ଦାସ, ଅବିନାଶ ନାୟକ ଓ ଦୁଷ୍ମନ୍ତ କୁମାର ସାହୁ । ଅଭିଯୁକ୍ତଙ୍କ ନିକଟରୁ ୧୯ ହଜାର ୬୪୧ଟି…

କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ ଉମେଶ ଚନ୍ଦ୍ର ପାଢ଼ୀ, ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା…

ଭୁବନେଶ୍ବର(କେନ୍ୟୁଜ): କମିଶନରେଟ ପୋଲିସ କବ୍‌ଜାର ହାଇପ୍ରୋଫାଇଲ ଠକ । ଠକ ଉମେଶ ଚନ୍ଦ୍ର ପାଢ଼ୀ ଗିରଫ । କେନ୍ଦୁଝର ଘଷିପୁରା ଅଞ୍ଚଳରୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ୧୦ରୁ ଅଧିକ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା ଠକି ନେଇଛି ଠକ । ଠକେଇ ଟଙ୍କାରେ ଫ୍ଲାଇଟ ଚଢି ବାହାରେ ବୁଲି…

ବ୍ରହ୍ମପୁର: ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରିଦେବା କହି ଲକ୍ଷାଧିକ ଟଙ୍କା ଠକେଇ, ମାଷ୍ଟର ମାଇଣ୍ଡ ସମେତ ଦୁଇ ଠକ…

ବ୍ରହ୍ମପୁର(କେନ୍ୟୁଜ୍): ବେକାର ଯୁବକ ଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସକାରୀ ସଂସ୍ଥାରେ ଚାକିରି କରେଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିକଟା…