Browsing Tag

fruit

ବ୍ରେକ୍‌ଫାଷ୍ଟରେ ଏହି ୫ଟି ଫ୍ରୁଟ୍‌ ସାଲାଡ ଖାଆନ୍ତୁ, ପୂରା ଦିନ ରହିବେ ହାଇଡ୍ରେଟ୍

ଆଜିକାଲି ପ୍ରବଳ ଖରାରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ତାପମାତ୍ରା ବଢିଚାଲିଛି । ଏହା ସହ ସକାଳରୁ ଖରା ନିଆଁ ଭଳି ଅନୁଭବ ହେଉଛି । ତେବେ ଏହି ଖରାରେ ଘରୁ ବାହାରିବା ମାତ୍ରେ ସ୍କିନ୍‌ ଜଳିଲା ଭଳି ଲାଗୁଛି । ଏତେ ଗରମ ହେଉଛି ଯାହା ସହିବା କଷ୍ଟକର ହୋଇପଡୁଛି ।…

ଗ୍ରୀଷ୍ମରେ ତାଳସଜ ଖାଇବା ଦ୍ୱାରା ପେଟ ଥଣ୍ଡା ହେବା ସହ ଏହି ୫ଟି ସମସ୍ୟାରୁ ମିଳିବ ଆରାମ

ଆପଣମାନେ ତ ଜାଣିଥିବେ ଯେ ଗ୍ରୀଷ୍ମ ଋତୁରେ ତାଳସଜ ବହୁତ ମିଳିଥାଏ । ତେବେ ଆପଣ ଏହି ଫଳଗୁଡିକ ଭାରତର ଅନେକ ଗ୍ରାମ ଏବଂ ସହରରେ ପାଇପାରିବେ । ତାଳସଜ ବାହାରୁ ନଡ଼ିଆ ପରି ଦେଖାଯାଏ କିନ୍ତୁ ଏହାର ଗଠନ ଭିତରୁ ଲିଚି ପରି । ତାଳସଜ କେବଳ ନଡ଼ିଆ ସହିତ ସମାନ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…

ଦୁନିଆର ସବୁଠାରୁ ଦାମୀ ଫଳ, ଦାମ୍ ଜାଣିଲେ ଉଡିଯିବ ହୋସ୍

ଦୁନିଆରେ ଏପରି ଫଳ ଅଛି ଯାହାର ମୂଲ୍ୟରେ ଆପଣ ଏକ ସୁନ୍ଦର ଦାମୀ କାର କିଣି ପାରିବେ । ଆମେ ଦୁନିଆର ସବୁଠାରୁ ମହଙ୍ଗା ଫଳ ବିଷୟରେ କହୁଛୁ । ଯାହାର ମୂଲ୍ୟ ଲକ୍ଷ ଲକ୍ଷରେ ରହିଛି । ଯାହାର ନାମ ୟୁବାରୀ ଖରଭୁଜ । ଏବେ ଗ୍ରୀଷ୍ମ ଋତୁ ଆସିଛି । ଏପରି ପରିସ୍ଥିତିରେ ଲୋକମାନେ ଅନେକ ଫଳ ଖାଇଥା’ନ୍ତି…

ଥଣ୍ଡା ଏବଂ କାଶ ହେଲେ କେଉଁ ଫଳ ଖାଇବା ଉଚିତ ? ଏହି ୫ଟି ଫଳ ଖାଇବା ଦ୍ୱାରା ହୋଇଥାଏ ଇମ୍ୟୁନିଟି ବୁଷ୍ଟ

ଋତୁ ପରିବର୍ତ୍ତନ ହେବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢିବାକୁ ଲାଗିଛି । ତେବେ ଲୋକମାନେ ବିଶେଷ ଭାବେ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏପରି ପରିସ୍ଥିତିରେ ଫଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପାରେ । ତେଣୁ କିଛି ଫଳ ଅଛି ଯାହା ଥଣ୍ଡା ଏବଂ କାଶକୁ…

ଫ୍ରିଜରେ ରଖନ୍ତୁ ନାହିଁ ଏହି ୫ଟି ଫଳ, ନଷ୍ଟ ହୋଇଯିବ ପୋଷକ ତତ୍ତ୍ୱ

ଆମେ ୱିକେଣ୍ଡ କିମ୍ବା ଛୁଟିଦିନରେ ଅନେକ ଫଳ ଏବଂ ପନିପରିବା କିଣି ଫ୍ରିଜରେ ରଖିଦେଇଥାଉ । ଫ୍ରିଜ୍‌ ଆମ ଦୈନିକ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫ୍ରିଜ୍‌ ବହୁତ କାମରେ ଆସୁଛି । କିନ୍ତୁ କିଛି ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ । କାରଣ,…

ଗୋଟିଏ ଷ୍ଟ୍ରବେରୀ ଦାମ ୨୯ ହଜାର, ୧୫ ବର୍ଷ ରିସର୍ଚ୍ଚ କରି ବିକଶିତ କରାଯାଇଛି ଏହି ଫଳ

ଫଳ ଏବଂ ପରିବା ବିଷୟରେ କହିବାକୁ ଗଲେ କିଛି ଫଳ ଏପରି ଅଛି, ଯାହା ପ୍ରତ୍ୟେକ ସମୟରେ ମହଙ୍ଗା ଥାଏ, କିନ୍ତୁ ଅନେକ ପ୍ରଜାତିର ଫଳ ଅଛି ଯାହାର ମୂଲ୍ୟ ଋତୁ ଅନୁଯାୟୀ ବଢ଼ିଥାଏ ତ କେତେବେଳ କମ ହୋଇଥାଏ । କିନ୍ତୁ ଏପରି କିଛି ଫଳ ଅଛି ଯାହାର ମୂଲ୍ୟ ସେମାନଙ୍କର ସ୍ୱତନ୍ତ୍ରତା ଯୋଗୁଁ ହଜାର ହଜାର…

ଡାଇବେଟିସ୍ ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଫଳ, ନିମିଷକେ ବଢାଇଦିଏ ରକ୍ତଶର୍କରା

ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଧୁମେହ ଲୋକଙ୍କୁ ପ୍ରତିଦିନ ବ୍ୟାୟାମ କରିବା ଓ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସନ୍ତୁଳିତ ଖାଦ୍ୟ କଥା ଆସିଲେ ଫଳର ନାମ ପ୍ରଥମେ ଆସିଥାଏ। କିନ୍ତୁ ମଧୁମେହ ରୋଗୀଙ୍କୁ ସବୁ ଫଳ ଖାଇବା କଥା ନୁହେଁ କାରଣ ଅଧିକାଂଶ ଫଳରେ ଶର୍କରାର ପରିମାଣ…

ଫାଇଦା ନୁହେଁ, ଆପଣଙ୍କୁ କ୍ଷତି ପହଞ୍ଚାଇବ ଏହି ୪ଟି ଫଳରସ

ଫଳ ହେଉ କି ପରିବା, ଏହାର ଜୁସ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ଯାଏ, ସମସ୍ତଙ୍କୁ ଜଳଖିଆରେ ଏକ ଗ୍ଲାସ୍‌ ଜୁସ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଜୁସ୍‌ କେବଳ ଶରୀରକୁ ଏନର୍ଜି ଯୋଗାଇ ନ ଥାଏ, ବରଂ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍‌ ମଧ୍ୟ…

ଜାଣନ୍ତୁ କେମିତି ଚିନ୍ହିବେ ବିଷାକ୍ତ ଫଳ, ସଠିକ ଉପାୟରେ କେମିତି କରିବେ ଏହାର ବ୍ୟବହାର

ଆପଣ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଫଳ ଓ ପନିପରିବା ଖାଇଥାନ୍ତି । ଆପଣଙ୍କ ଘରକୁ ମଧ୍ୟ ପ୍ରତିଦିନ ଫଳ ପନିପରିବା ଆସୁଥିବ? କିନ୍ତୁ କଣ ଆପଣ ଏହାର ଚିହ୍ନଟ କରିବାର କୌଶଳ ଜାଣିଛନ୍ତି କି ?ଏହା ଦ୍ୱାରା କଣ କଣ କ୍ଷତି ହୋଇଥାଏ କହିପାରିବେ କି? ଆସନ୍ତୁ ଆଜି ସେ ସମ୍ପର୍କିତ କିଛି ଅଧିକ ତଥ୍ୟ…