Browsing Tag

fruit juice

ଶୀତଦିନେ ପିଅନ୍ତୁ ଏହି ସବୁ ଜୁସ, ଚମକିବ ଆପଣଙ୍କ ତ୍ୱଚା

ଶୀତଦିନ ଆସିବା ମାତ୍ରେ ହି ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣ ଟାଣି ନେଇଥାଏ, ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ଉପଲବ୍ଧ ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେଣୁ ଯଦି ଆପଣ ମଧ୍ୟ…

ଡେଙ୍ଗୁ ବ୍ୟାପିବା ପରେ କଳାବଜାରୀ ଆରମ୍ଭ: ପ୍ଲେଟଲେଟ୍‌ ବଦଳରେ ରୋଗୀଙ୍କୁ ଦେଲେ ଜୁସ୍‌

ନୂଆଦିଲ୍ଲୀ : ପ୍ରୟାଗରାଜ ସଙ୍ଗମ ସହରରେ ଡେଙ୍ଗୁ ରୋଗୀଙ୍କ ଜୀବନ ସହ ଖେଳିବାର ଏପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଯାହା ମାନବିକତାକୁ ଲଜ୍ଜାଜନକ କରିବାକୁ ଯାଉଛି। ଏଠାରେ ପ୍ଲେଟଲେଟ୍‌ ବଦଳରେ ଡେଙ୍ଗୁ ରୋଗୀଙ୍କୁ ଦେଲେ ଫଳ ଜୁସ୍‌। ଏଥିପାଇଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ…

BIS ଆଣୁଛି ନୂଆ ନିୟମ, ଏବେ ଫ୍ରୁଟ୍‌ ଜୁସ୍‌ ଉପରେ ଲେଖିବାକୁ ପଡ଼ିବ ସୁଗାର ଲେବଲ

ଫୁଡ୍‌ କମ୍ପାନୀଙ୍କୁ ଏବେ ଫ୍ରୁଟ୍‌ ଜୁସ୍‌ ପ୍ୟାକେଟ୍‌ ଉପରେ ସ୍ୱିଟେଣ୍ଡ ଫ୍ରୁଟ୍‌ ଜୁସ୍‌ ଅର୍ଥାତ୍‌ ମିଠା ଫ୍ରୁଟ୍‌ ଜୁସ୍‌ର ଲେବଲ ଲଗାଇବାକୁ ପଡ଼ିବ। ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଅର୍ଥାତ୍‌ ବିଆଇଏସ୍‌ର କହିବାନୁସାରେ, ଏବେ ଫ୍ରୁଟ୍‌ ଜୁସ୍‌ର ପ୍ୟାକେଟ୍‌ ଉପରେ କମ୍ପାନୀକୁ ସୁଗାର…

ଛୋଟପିଲାଙ୍କୁ ଦେଉଛନ୍ତି କି ଫ୍ରୁଟ ଜୁସ ତାହେଲେ ହୋଇଯାଆନ୍ତୁ ସାବଧାନ

ଅନେକ ସମୟରେ ବାପା ମା’ ଛୋଟ ପିଲାଙ୍କୁ ସେମାନଙ୍କର ମନପସନ୍ଦର ଖାଦ୍ୟ ଓ ପାନୀୟ ଦେଇ ଦେଇଥାନ୍ତି । ତେବେ ସ୍ନେହବଶତଃ ଯଦି ଆପଣ ନିଜର ଛୋଟ ପିଲାକୁ ଫ୍ରୁଟ ଜୁସ ପିଇବାକୁ ଦେଉଥାନ୍ତି ଏବଂ ଏହା ତା’ ପାଇଁ ଭଲ ବୋଲି ଭାବୁଥାନ୍ତି ତା ହେଲେ ସତର୍କ ହୋଇଯାଆନ୍ତୁ । ଛୋଟ ପିଲାଙ୍କ ପାଇଁ ବିଶେଷ କରି ୩…

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଦୁଇଟି ଫଳରସ

କୋଷ୍ଠକାଠିନ୍ୟ ସମସ୍ୟା ଶରୀରକୁ ବହୁତ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଥାଆନ୍ତି, ତା’ହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ଟିପ୍ସ, ଯାହାକୁ ଆପଣାଇ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ। ପ୍ରତିଦିନ ଭିନ୍ନ ଭିନ୍ନ ସମୟରେ ଖାଦ୍ୟ ଖାଇବା…

କ’ଣ ଏହି ହାଇପରଟେନଶନ, କିଭଳି ଖାଦ୍ୟରେ କରିବେ ଏହାର ନିୟନ୍ତ୍ରଣ, ଆସନ୍ତୁ ଜାଣିବା

ଯଦି ଆପଣ ହାଇପରଟେନଶନ ବା ଉଚ୍ଚ ରକ୍ତଚାପ କ’ଣ, ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଏଠି ଆମେ କହିରଖୁଛୁ, ହାଇପରଟେନଶନ ସେତେବେଳେ ବିକଶିତ ହୋଇଥାଏ, ଯେତେବେଳେ ରକ୍ତ ଧମନୀରେ ଅଧିକ ଶକ୍ତି ଲଗାଇ ପ୍ରବାହିତ ହୁଏ। ଏଭଳି ହେବା ଦ୍ବାରା ରକ୍ତଚାପର ସ୍ତର ବଢ଼ିଯାଏ। ବ୍ଲଡ ପ୍ରେସର 140/90 mmHg ର…

ଅତ୍ଯଧିକ ଫଳ ରସ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ଶରୀର ପାଇଁ ହୋଇଥାଏ ହାନୀକାରକ

ଅଧିକାଂଶ ଲୋକମାନେ ଫଳ ଖାଇବା ପରିବର୍ତ୍ତେ ଫଳ ରସ ପିଇବା ପାଇଁ ପସନ୍ଦ କରିଥାନ୍ତି। କାରଣ ତାଙ୍କୁ ଲାଗିଥାଏ ଫଳ ରସ ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଫଳ ରସ ଶରୀର ପାଇଁ ଯେତିକି ଲାଭକାରୀ ହୋଇଥାଏ ସେତିକି ହାନୀକାରକ ମଧ୍ୟ ହୋଇଥାଏ। ଯଦି ଆପଣ ଭାବିଥାନ୍ତି ଫଳ ରସ…