Browsing Tag

funny news

ପରାଜୟର ଖୁସି…! ୧୫ ବର୍ଷ ତଳୁ ଖାଇଥିଲେ ଶକ୍ତ ଚାପୁଡ଼ା, ଏବେ ନେତାଙ୍କ ପରାଜୟରେ ଲଣ୍ଡା ହେଲେ ବୃଦ୍ଧ

୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ରାଜନୀତି ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଏବେ ଏହିପରି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରେ। ଏଠାରେ ଜଣେ ନେତାଙ୍କ ପରାଜୟରେ ଖୁସିର ଉତ୍ସବ ପାଳିଛନ୍ତି ସ୍ଥାନୀୟ ଜଣେ ବୃଦ୍ଧ ବ୍ୟକ୍ତି। ବ୍ୟକ୍ତି…

ଟିଭିରେ ଲାଇଭ୍‌ ଥିଲେ ମହିଳା ରିପୋର୍ଟର, ହଠାତ୍‌ ମାଇକ୍‌ ଛଡ଼ାଇ ନେଇ ଦୌଡ଼ିଲା କୁକୁର, ଆଉ ତା’ ପରେ…

ସୋସିଆଲ ମିଡିଆରେ କେବେ କେବେ ଏମିତି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଆନ୍ତି। ଠିକ୍‌ ଏମିତି ହିଁ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ ସମୟରେ ଏକ କୁକୁର ପଛରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପାର୍ସଲ ଡେଲିଭରୀ ଠିକଣା, ହାଇଦ୍ରାବାଦର ‘ସଲିମ ଲାଲା’ଙ୍କ ଘର ଆଡ୍ରେସ୍‌ ପଢି ଆପଣ…

ଯେବେଠୁ କରୋନା ମହାମାରୀ ବ୍ୟାପିଲାଣି, ଲୋକେ ନିଜର ସବୁ ଜିନିଷ ଅନ୍‌ଲାଇନ ମାଗିବା ଆରମ୍ଭ କରିଦେଇଛନ୍ତି। ଖାଦ୍ୟଠୁ ଆରମ୍ଭ କରି କପଡ଼ା, ଗ୍ରୋସରୀ, ଏ ସବୁ ଆମେ ଘରେ ବସି ପାଇଯାଉଛେ। କିନ୍ତୁ ଗୋଟିଏ ପଟେ ଯେଉଁଠି ଲୋକଙ୍କ କାମ ସହଜ ହେଇଯାଉଛି, ସେଠି ଡେଲିଭରୀ ବୟଜ୍‌ଙ୍କ ପାଇଁ କାମ ବହୁତ…

କରୋନାରୁ ନିଜକୁ ବଞ୍ଚେଇବା ପାଇଁ ଏୟାରପୋର୍ଟରେ ଡାଇନାସୋର କଷ୍ଟ୍ୟୁମ ପିନ୍ଧିଲେ ଯୁବକ, ଲଗେଜ ଧରି ଫ୍ଲାଇଟରେ ଉଠିଲେ,…

ଜଣେ ଯୁବକ ଏୟାରପୋର୍ଟରେ ନିଜକୁ କରୋନାରୁ ରକ୍ଷା କରିବା ପାଇଁ ଡାଇନାସୋର କଷ୍ଟ୍ୟୁମ ପିନ୍ଧି ପକାଇଥିଲେ । କଥାଟି ଶୁଣି ଅଜବ ଲାଗୁଥିଲେ ବି, ଏହା ସତ। ଘଟଣାଟି ଆମେରିକାର ମିଆମି ସହରରେ ଘଟିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଫଟୋରେ ଯୁବକ ଜଣକ ବୋର୍ଡିଂ ପାସ ମଧ୍ୟ…