Below header
Browsing Tag

g-20

ସତରେ ବଦଳିବ କି ଦେଶର ନାଁ! ଜି-୨୦ ନେମପ୍ଲେଟରେ ‘ଇଣ୍ଡିଆ’ ବଦଳରେ ରହିଛି ‘ଭାରତ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି –୨୦ ସମ୍ମିଳନିର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ଆଫ୍ରିକୀୟ ୟୁନିଅନକୁ ଅଫିସିଆଲ ଭାବେ ଜି-୨୦ ସମ୍ମିଳନୀରେ ସାମିଲ ହେବାର ଘୋଷଣା କରିଛନ୍ତି । ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ଅତିଥି ଦେଶର ସଦସ୍ୟ ତଥା ନେତାମାନଙ୍କୁ ସମ୍ବୋଧିତ କରୁଥିଲେ ଠିକ…

ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ

ନୂଆଦିଲ୍ଲୀ : ଆଗାମୀ ସେପ୍ଟେମ୍ବର ମାସରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗ ଦେବେନି ରୁଷ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ । ଏ ସମ୍ପର୍କରେ କ୍ରେମଲିନରୁ ମୁଖପାତ୍ର ଦିମିତ୍ରି ପେସକଭ ଆଜି ପ୍ରକାଶ କରିଛନ୍ତି । ୟୂକ୍ରେନରେ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଯୋଗୁ ପୁଟିନ ଏହି…

ଏପ୍ରିଲ ମାସରେ ଓଡ଼ିଶାରେ ଜି-୨୦ ସବ୍‌ କମିଟିର ବୈଠକ, ଅଂଶ ଗ୍ରହଣ କରିବେ ୨୦ ଦେଶ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରେ ଜି-୨୦ ସବ୍‌ କମିଟିର ବୈଠକ। ଶିକ୍ଷା, ଶକ୍ତି ଓ ସଂସ୍କୃତି ସମ୍ପର୍କରେ ଜି-୨୦ ସବ୍‌ କମିଟିର ବୈଠକ ରାଜ୍ୟରେ ହେବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପୁରୀ, କୋଣାର୍କ ଓ ଭୁବନେଶ୍ୱରରେ ଏହି…

ଚଳିତ ଜି-୨୦ ସମ୍ମିଳନୀର ଆୟୋଜନ କରିବ ଭାରତ, ବିଶ୍ୱସ୍ତରୀୟ ରାଜନେତାଙ୍କୁ ମୋଦି ଦେବେ ହିମାଚଳ ପ୍ରଦେଶର ପାରମ୍ପରିକ…

ଚଳିତଥର ଜି-୨୦ ସମ୍ମିଳନୀର ଆୟୋଜନ କରିବ ଭାରତ। ଡିସେମ୍ବର ୧ ତାରିଖରେ ଭାରତକୁ ଏନେଇ ଅଧ୍ୟକ୍ଷତା ମିଳିବ। ଜି-୨୦ ଅର୍ଥାତ୍‌ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ୨୦ଟି ଦେଶର ସମୂହ ସଂଗଠନ। ଜି-୨୦ ସମ୍ମିଳନୀରେ ଭାରତ, ଜାପାନ, ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା,…

ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ବଡ କୂଟନୈତିକ ସଫଳତା

ନୂଆଦିଲ୍ଲୀ (କେନ୍ୟୁଜ୍) : ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ବଡ କୁଟନୈତିକ ସଫଳତା। ୨୦୨୨ରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଦେଶକୁ ନେଇ ଗଠିତ ଜି-୨୦ର ଆୟୋଜନ କରିବ ଭାରତ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ଏହି ସୁଯୋଗ ମିଳିବ। ଏନେଇ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…