Below header
Browsing Tag

ganesh temple

ରଙ୍ଗେଇଲୁଣ୍ଡାର ସିଦ୍ଧି ବିନାୟକ ପୀଠ, ଯେଉଁଠି ଗଣେଶ ପୂଜାରେ ଲାଗେ ନାହିଁ ନଥିବା ଭିଡ

ଗଞ୍ଜାମ (କେନ୍ୟୁଜ) : ରଙ୍ଗେଇଲୁଣ୍ଡା ନାମ ତ ଆପଣ ଶୁଣିଥିବେ। ଗଞ୍ଜାମ ଜ଼ିଲ୍ଲାର ରଙ୍ଗେଈଲୁଣ୍ଡା ବ୍ଲକ। ଏହି ବ୍ଲକର ରଣ୍ଢା ପଂଚାୟତର ପଞ୍ଚମା ଗାଁ ନିକଟରେ ରହିଛି ସିଦ୍ଧି ବିନାୟକ ପୀଠ। ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପୀଠ ଇତିହାସ ସହିତ ଯୋଡି ହୋଇରହିଛି। ଅଗ୍ରପୂଜ୍ୟ ଗଜାନନଙ୍କ…

ଏହି ମନ୍ଦିରରେ ମଣିଷ ରୂପରେ ହୋଇଥାଏ ଗଣେଶଙ୍କ ପୂଜା, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ..

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା କୁହାଯାଏ। ସତ୍ ମନରେ ଭଗବାନ ଗଣେଶଙ୍କର ପୂଜା ଅର୍ଚ୍ଚନା କରିବା ଦ୍ବାରା ଜୀବନର ସବୁ ବିଘ୍ନ ଦୂର ହୋଇଯାଇଥାଏ। କୌଣସି ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ବିଘ୍ନହର୍ତା ହେବା ଯୋଗୁଁ ଗଣେଶଙ୍କ ପୂଜା…

ଏମିତି ଏକ ଗଣେଶ ମନ୍ଦିର, ଯେଉଁଠି ଓଲଟା ସ୍ୱସ୍ତିକ ବନାଇଲେ ସବୁ ମନସ୍କାମନା ହୋଇଥାଏ ପୂରଣ

ମଧ୍ୟପ୍ରଦେଶର ଇନଦୋରରେ ଭଗବାନ ଗଣେଶଙ୍କର ଏକ ନିଆରା ମନ୍ଦିର ରହିଛି, ଯେଉଁଠି କେବଳ ଓଲଟା ସ୍ୱସ୍ତିକ ଚିହ୍ନ ବନାଇଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ମାନ୍ୟତା ଅନୁସାରେ, ଇନଦୋରସ୍ଥିତ ଖଜରାନା ମନ୍ଦିରର ପଛ କାନ୍ଥ ଅର୍ଥାତ ଗଣେଶଙ୍କ ପିଠିରେ ଲୋକ ଓଲଟା ସ୍ୱସ୍ତିକ ଚିହ୍ନ ଆଙ୍କିଥାନ୍ତି।…

ବିକଳ୍ପ : ଏହି ଭଗବାନଙ୍କୁ ପୋଷ୍ଟକାର୍ଡରେ ଲେଖି ପଠାନ୍ତୁ ସମସ୍ଯା, ହୋଇଯିବ ସମାଧାନ

ହିନ୍ଦୁ ଧର୍ମରେ ମାନ୍ଯତା ରହିଛି କି ଶୁଭ କାମ କରିବା ପୂର୍ବରୁ ପ୍ରଥମେ ଗଣେଶ ଭଗବାନଙ୍କୁ ପୂଜା କରାଯାଇଥାଏ । ଯଦି ପୂଜା କରାଯାଇନଥାଏ, ତେବେ କାର୍ଯ୍ଯ ପୂରଣ ହୋଇନଥାଏ ବୋଲି ବିଶ୍ବାସ ରହିଛି । ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ପ୍ରତିଦିନ ହଜାର ହଜାର ଚିଠି ଗଣେଣ ପ୍ରଭୁଙ୍କ ପାଇଁ…