Browsing Tag

ganja seized in odisha

ଯଶିପୁର ପୋଲିସକୁ ପୁଣି ସଫଳତା, ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୩ ମାଫିଆ ଗିରଫ

କରଞ୍ଜିଆ: ଯଶିପୁର ପୋଲିସକୁ ପୁଣି ସଫଳତା । ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୩ ମାଫିଆଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ରବିବାର ସକାଳୁକଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ…

୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ, ଜଣେ ଗିରଫ

ଗୁଣୁପୁର(କେନ୍ୟୁଜ୍‌): ପଦ୍ମପୁର ପୋଲିସ୍ ଦ୍ବାରା ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ। ସୂଚନା ମୁତାବକ, କେନ୍ଦୁଗୁଡା ଫାଣ୍ଡି ନିକଟରେ ନାକା ତଦନ୍ତ ଲାଗିଥିବା ବେଳେ ଏକ ବୋଲେର ପିକଅଫ ଭ୍ଯାନଟି ପୋଲିସକୁ ଦେଖି ଦୃତଗତିରେ ଗାଡ଼ି ଚଳାଇ ଥିଲା । ଯାହାକୁ ଦେଖି ପଦ୍ମପୁର ଥାନା ଆଇଆଇସି ସୁଶାନ୍ତ…

ଗଞ୍ଜାମ ପଳାସପୁର ଗାଁରେ ଏକ ଘରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ, ଜଣେ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ପଳାସପୁର ଗାଁ ରେ ଏକ ଘରୁ ଜବତ ହେଲା ୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ। ସମ୍ପୃକ୍ତିରେ ପାଟପୁର ଗାଁର ପୁରୁଷୋତ୍ତମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୧୦ଲକ୍ଷ ଟଙ୍କା ହେବ ବୋଲି ସୂଚନା…

କୋରାପୁଟ ମାଝିଗୁଡା ଛକ ନିକଟରେ ୨କୁଇଣ୍ଟାଲ ଗଞ୍ଜେଇ ସହ ୪ଟି ବାଇକ ଜବତ କଲା ବୈପାରିଗୁଡା ପୋଲିସ୍, ୨ ମାଫିଆ ଗିରଫ

କୋରାପୁଟ : ପୋଲିସକୁ ଚକମା ଦେଇ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ରୋଡ ମାଝିଗୁଡା ଛକ ନିକଟରେ ପୋଲିସ ଚେକିଂ କରୁଥିବା ବେଳେ ଧରାପଡିଛନ୍ତି ଗଞ୍ଜେଇ ମାଫିଆ । ବୈପାରିଗୁଡା ପୋଲିସ ଦ୍ୱାରା ୨କୁଇଣ୍ଟାଲ ଗଞ୍ଜେଇ ଓ ୪ଟି ବାଇକ ଜବତ ହୋଇଛି । ଘଟଣାରେ…

ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା…

ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ: କଟକର ନିର୍ଗୁଣ୍ଡି ଠାରେ ପାଟ୍ରୋଲିଂ ବେଳେ ଜବତ, ୨ଗିରଫ

କଟକ: ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ। କାରକୁ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଚାଲାଣ ହେଉଥିବା ୩୨ କେଜି ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ରୁ ପଶ୍ଟିମବଙ୍ଗ ଚାଲାଣ ହେଉଥିଲା ଗଞ୍ଜେଇ । ଏଥିରେ ସେମାନଙ୍କର କୌଣସି ଭୂମିକା ନାହିଁ ବରଂ…