Browsing Tag

ganja seller

ରିମାଣ୍ଡରେ ସତ ଉଗାଳୁଛି କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ, ବୟାନକୁ ଆଧାରରେ କିଛି ଲୋକଙ୍କୁ ଉଠାଇ ଆଣିଛି ପୋଲିସ୍

ବ୍ରହ୍ମପୁର(କେନ୍ଯୁଜ୍): ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୨ ଦିନିଆ ରିମାଣ୍ଡରେ ଆଣି ଗୁଡେଇ ତୁଡେଇ ଜେରା କରୁଛି ଗଞ୍ଜାମ ପୋଲିସ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା ? ଆଉ କିଏ ସବୁ ସହଯୋଗୀ ଅଛନ୍ତି ? ଏତେ ଟଙ୍କା ଓ ସୁନା କେଉଁଠୁ ଆଣିଲା…

ଖଲ୍ଲିକୋଟରେ କୋଟିପତି ଗଞ୍ଜେଇ ବେପାରୀ ଗିରଫ ମାମଲା : ରଜନୀକାନ୍ତ ପଟ୍ଟନାୟକକୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ । ଖଲ୍ଲିକୋଟ ADJ କୋର୍ଟରେ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ରିମାଣ୍ଡରେ ନେଇ ତାକୁ ଅଧିକ ପଚରାଉଚରା କରାଯିବ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା…

ଗଞ୍ଜାମ: ଗଞ୍ଜେଇ ବେପାର କରି ଯାହା ରଖିଥିଲା ସବୁକୁ ମାଡି ବସିଲା ପୋଲିସ, ବିଡ଼ା ବିଡ଼ା ନୋଟକୁ କେଜି କେଜି ସୁନା ଜବତ

ଗଞ୍ଜାମ(କେନ୍ୟୁଜ୍): ଖଲ୍ଲିକୋଟ ପୁଲିସକୁ ବଡ ସଫଳତା । କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକ ଗିରଫ । ଖଜାପଲ୍ଲୀରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଜବତ ହୋଇଛି କେଜି କେଜି ସୁନା ଓ ଟଙ୍କା । ଚଢାଉ ବେଳେ ତା ଘରୁ ସାଢେ ୮ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ ହୋଇଛି ।…