Browsing Tag

ganja tree destroy

କୋରାପୁଟ: ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା, ୧୦ କୋଟିର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ(କେନ୍ଯୁଜ୍): ଅପରେସନ ଗ୍ରୀନ୍‌ କ୍ଲିନ୍‌ରେ ପୋଲିସକୁ ସଫଳତା । ୧୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । କୋରାପୁଟ ବୈପାରୀଗୁଡା ଥାନା ମାଙ୍କିଡି ଗାଁ ନିକଟରେ ୭୮ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ବୈପାରୀଗୁଡା ଥାନା, ବନବିଭାଗ, ଅବକାରୀ ବିଭାଗ ଏବଂ ତହସିଲର ମିଳିତ ଉଦ୍ୟମରେ…

ବେଲଗଡ଼ ପାହାଡ଼ ଉପରେ ୧୫ ଏକରରୁ ଉର୍ଦ୍ଧ୍ୱ ଜମିରେ ହୋଇଥିବା ଦୁଇକୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲାରେ ପାଟପୁର ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି। ସାନଖେମୁଣ୍ଡିର ଝରଣ ଦାବାଡ଼ ବେଲଗଡ଼ର ପାହାଡ଼ ଉପରେ ୧୫ ଏକରରୁ ଉର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ୪୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହାର ଆନୂମାନିକ ମୂଲ୍ୟ ପ୍ରାୟ ଦୁଇକୋଟି…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ନଷ୍ଟ

ବାଲିଗୁଡା(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ପୋଲିସର ଅପେରସନରେ ଜାରି ରହିଛି ଗଂଜେଇ ଚାଷ ନଷ୍ଟ ଅଭିଯାନ । ଚାରି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ ଗଂଜେଇ ଚାଷ ପୁଣି ନଷ୍ଟ କରିଛି କ. ନୂଆଗାଁ ଥାନା ପୋଲିସ ଓ ଅବକାରୀ ବିଭାଗ। କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ପୋଲିସ…

ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି(କେନ୍ଯୁଜ୍): ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ଅର୍କେଲ ଥାନା କୋତାପଲି ଅଞ୍ଚଳରେ ପ୍ରାୟ ୭୦…

କନ୍ଧମାଳର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ, ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ(କେନ୍ଯୁଜ୍): ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ। କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସଦର ଥାନା ଦୁଡ୍‌କି ଗ୍ରାମପଞ୍ଚାୟତର ବ୍ରାଡିପଦା, ହାତିମେଶା ଓ ବିଲବାଡି ଗାଁର ୧୫୨ ଏକର ଜମିରେ ଲାଗିଥିବା ବେଆଇନ…

ଗଜପତି ତିଲ୍ଲୀକର ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ, ୧୨ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା: ଗଜପତି ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଅନୁଗୁର ପଞ୍ଚାୟତ ତିଲ୍ଲୀକର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ୬୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଏକ ଲକ୍ଷ ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ…