ଆସିକା ଭେଟନଇ ନିକଟରେ ବୋଲେରୋ ସହ ବାଇକ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର
ଭଞ୍ଜନଗର(କେନ୍ୟୁଜ୍): ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ବୋଲେରୋ ସହ ବାଇକ୍ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର ଆହତ । ମୃତକ ଜଣକ ଶଶାଙ୍କ କୁମାର ଷଡଙ୍ଗୀ । ତାଙ୍କ ଘର ନୟାଗଡ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ । ଆହତ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ , ଆସିକା…