ଶିଶୁପୁତ୍ରକୁ ଜନ୍ମ ଦେଲେ ଅଭିନେତ୍ରୀ ଗୌହର ଖାନ, ଇନଷ୍ଟାରେ ସେୟାର କଲେ ପୋଷ୍ଟ
ବଲିଉଡ ଅଭିନେତ୍ରୀ ଗୌହର ଖାନ୍ଙ୍କ ଘରକୁ ଆସିଛି କୁନି ଅତିଥି । ଗୌହର ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହା ବିଷୟରେ ଗୌହର ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ଗୌହର ୧୦ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଗୌହର ପୁଅକୁ ଜନ୍ମ ଦେବା ପରେ ପରିବାର ଖୁସିର…