ବଡବାପାର ମାଡ଼ରେ ଝିଆରୀ ଗୁରୁତର
ଆନନ୍ଦପୁର(କେନ୍ୟୁଜ୍) : ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲା ବିଧବା ମା । ଘରେ ରହିଥିଲା ମଝିଆ ଝିଅ । ସେହି ସମୟରେ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ । ଗୁରୁତର ଅବସ୍ଥାରେ ଏବେ ଝିଅ ଡାକ୍ତରଖାନାରେ…