Browsing Tag

girl child rescue

ଇଏ କିଭଳିଆ ମାନସିକତା: ପୁଣି ଅଲୋଡା ହେଲା ନବଜାତ କନ୍ୟା, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର

କୋରାପୁଟ(କେନ୍ୟୁଜ): ସେମିଳିଗୁଡାରେ ଅଭାବନୀୟ ଘଟଣା । ନବଜାତ କନ୍ୟା ସନ୍ତାନ ବୁଦା ମଧ୍ୟରୁ ଉଦ୍ଧାର । ସେମିଳିଗୁଡା ମହାବିଦ୍ୟାଳୟ ନିକଟ ବୁଦା ମଧ୍ୟରୁ ନବଜାତ କନ୍ୟା ସନ୍ତାନକୁ ଉଦ୍ଧାର କରାଯାଇଛି। ଏକ ଅଖା ମଧ୍ୟରେ ବନ୍ଧାହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଶିଶୁଟିର…

ପୁଣି ଅଲୋଡା ହେଲା ଶିଶୁ କନ୍ୟା, ଅନୁଗୁଳ ବସଲା ସାହି ନିକଟ ମଶାଣିରୁ ଉଦ୍ଧାର ହେଲା ନବଜାତ

ଅନୁଗୁଳ(କେନ୍ୟୁଜ୍): ସତରେ ଭଗବାନଙ୍କ ବିଚାର କାହା ପାଇଁ କେମିତି । କିଏ ଛୁଆଟିଏ ପାଇବା ପାଇଁ ବିକଳ ହୋଇ ଅଳି କରିଥାଏ ତ ଆଉ କିଏ ଛୁଆଟି ପାଇବାପରେ ତାକୁ ରାସ୍ତାକଡରେ ଫୋପାଡି ଦେଇଥାଏ । ସତରେ କଣ ଗୋଟେ ମା’ର ହୃଦୟ ଏତେ କଠୋର ହୋଇପାରେ? ନିଜ ଛୁଆଟି ପାଇଁ ସବୁବେଳେ ସଂଘର୍ଷ କରୁଥିବା ମା’…

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା, ରାସ୍ତାକଡ ଅଳିଆ ଗଦାରୁ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ: ପୁଣି ଅଲୋଡା ହେଲା ଶିଶୁକନ୍ୟା । ନବ ଜାତକକୁ କେହି ଜଣେ ରାସ୍ତା କଡରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ତାଳଚେର ଏକ ଘରକିଆ ନବୀନ ନଗର ଠାରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାକଡ ଅଳିଆ ଗଦାରେ ଶିଶୁ କନ୍ୟାଟି ପଡିଥିବା ଦେଖିଥିଲେ । ଘଟଣାସ୍ଥଳରେ ପୋଲିସ ଓ…