ଛାଡି ଚାଲିଗଲା ମାଆ, ଛେଳି ଛୁଆକୁ ସ୍ତନ୍ୟପାନ କରାଇ ମାତୃତ୍ୱର ସ୍ନେହ ଅଜାଡି ଦେଲା ବୁଲା କୁକୁର
ରାଇରଙ୍ଗପୁର(କେନ୍ଯୁଜ୍): ଛାଡି ଚାଲିଗଲା ମାଆ, ମାତୃତ୍ୱ ଦେଖାଇଲା କୁକୁର। ନିଜ ଛାତିରୁ ଅଜାଡିଦେଲା କ୍ଷୀର। ଜମା ବି ଭାବିଲାନି କିଏ ପର କିଏ ଆପଣାର, ପର ପିଲାର ଜୀବନ ବଞ୍ଚାଇବାକୁ ଯାଇ ଛେଳିକୁ ସ୍ତନ୍ୟପାନ କରାଇଲା କୁକୁର। ଆଉ ପ୍ରମାଣ କରିଦେଲା ଦୁନିଆରେ ମାତୃତ୍ୱ ଠାରୁ ଆଉ କିଛି ବଡ…