Browsing Tag

gold price hike

ସୁନା ଦରରେ ଲାଗୁନି ବ୍ରେକ୍: ବେଲଗାମ ହେଉଛି ମୂଲ୍ୟ

ଆଜିକାଲି ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି ।  ସୁନା ଓ ରୂପା ମୂଲ୍ୟ ଆକାଶ ଛୁଆଁ ହେଲାଣି । ବର୍ତ୍ତମାନ ସୁନା ଅନ୍ୟ ବର୍ଷ ଅପେକ୍ଷା ଉଚ୍ଚ ସ୍ତରରେ ପହଞ୍ଚିଛି । ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ…

ବଢୁଛି ସୁନା ଦର, କିଣିବାକୁ ମାଡୁଛି ଡର…

(କେନ୍ୟୁଜ): ରେକର୍ଡ କରୁଛି ସୁନା । ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଗୋଟିଏ ଦିନରେ ୭୦୦ ଟଙ୍କା ବଢ଼ିବା ପରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ଟପିଛି। ସେହିପରି ୬୩ ହଜାର ଟପିଛି ୨୨ କ୍ୟାରେଟ୍ ସୁନା ଦରା । ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦…

ସୁନା ଦରରେ ଲାଗୁନି ରୋକ୍; ଦିନକୁ ଦିନ ବଢି ବଢି ଚାଲିଛି ସୁନା ଦାମ

ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ, ବ୍ରତ କି ଅନ୍ୟ କୌଣସି ପାରିବାରିକ ଅନୁଷ୍ଠାନ ପାଇଁ ସୁନା ଗହଣା କିଣିବାକୁ ବି ଡରିଲେଣି । ଏପଟେ…

ରେକର୍ଡ ସ୍ତରରେ ସୁନା ଦର : ୧୦ ଗ୍ରାମକୁ ଟପିଲା ୬୧ ହଜାର

୬୧ ହଜାର ଟପିଲା ସୁନା। ସୁନା ଦର ଲଗାତର ବୃଦ୍ଧି ହେଉଥିବାବେଳେ ଗତକାଲି ଏହା ନୂଆ ରେକର୍ଡ କରିଛି। ଫଳରେ ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ଫ୍ୟୁଚର ଟ୍ରେଡ୍‌ ବା ଜୁନ୍‌ କଣ୍ଟ୍ରାକ୍ଟ ପାଇଁ ୧୦ ଗ୍ରାମ ପିଛା ସୁନା ଦର ୧୬୬ ଟଙ୍କା ବୃଦ୍ଧି ହୋଇ ୬୧ହଜାର ୧୨୦ଟଙ୍କାରେ ପହଞ୍ଚିଛି। ଏବେ ବିଶ୍ୱ…

ଆପଣଙ୍କ ସହରରେ କେତେ ରହିଛି ସୁନା ଦର ଜାଣିନିଅନ୍ତୁ

କେନ୍ୟୁଜ୍‌(ବ୍ୟୁରୋ): ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୯,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୨୨୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ଦିନ ଆରମ୍ଭ କରିବା ପୂର୍ବରୁ ଜାଣିରଖନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଓ ରୁପା ଦର

ସୁନା କିଣିବାକୁ ଚାହୁଁଥିଲେ ଆପଣ ଆଜି ଆପଣଙ୍କ ସହରରେ କେତେ ସୁନା ଦର ରହିଛି ଜାଣି ରଖନ୍ତୁ | ଆଜି ଭାରତୀୟ ବଜାରରେ ସୁନା ଦାମରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି | ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୭ ହଜାର ୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ…

ଆଜି ସାମାନ୍ୟ ବଢିଛି ସୁନା ମୂଲ୍ୟ, ୧୦ ଗ୍ରାମ ପ୍ରତି ଏତିକି ରହିଛି ଦର

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୬ ହଜାର ୯୩୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୫୦ ହଜାର ୮୩୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ସୁନା ମୂଲ୍ୟର ତାଜା ଅପଡେଟ, କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ଅଛି ଦର

ସୁନାପ୍ରେମୀ ଆଜି ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତାହେଲେ ଆଜି ସୁନା ଦରର ତାଜା ଅପଡେଟ। ପାଇପାରିବେ ଆଜି ସାମାନ୍ୟ ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୬୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୪,୬୨୦…

ସୁନା ମୂଲ୍ୟର ତାଜା ଅପଡେଟ, ଜଣାନ୍ତୁ ଆଜି କେତେ ଅଛି ସୁନା ମୂଲ୍ୟ

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୦୬୦ ଟଙ୍କାରେ ପହଞ୍ଚିଥିବା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୪୮,୦୬୦ ଟଙ୍କା ଥିବା ଜଣାଯାଇଛି। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦…

ଆଜି ସୁନା କିଣିବାକୁ ଭାବୁଥିଲେ ଜାଣନ୍ତୁ କେତେ ଆଜି ସୁନାର ଦାମ

ଦିନକୁ ଦିନ ଲଗାତାର ସୁନା ଦର ହ୍ରାସ ପାଉଥିବାବେଳେ ଆଜି ସୁନା ମୂଲ୍ୟ ବୃଦ୍ଧି ପାଇଛି। ଆଜି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇ ୪୨୦୦୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୭୦ ଟଙ୍କା ବଢି…

ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ମୂଲ୍ଯ

ଦିନକୁ ଦିନ ଲଗାତାର ସୁନା ଦର ହ୍ରାସ ପାଉଥିବାବେଳେ ଆଜି କିନ୍ତୁ ସୁନା ଦାମ ବୃଦ୍ଧି ପାଇଛି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୫୦ ଟଙ୍କା ବୃଦ୍ଧି ପାଇ ୪୨,୧୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୮୦ ଟଙ୍କା ବଢି…

ସୁନା ମୂଲ୍ୟରେ ପୁଣି ଆସିଲା ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ସୋମବାର ସନ୍ଧ୍ୟା ସୁଦ୍ଧା ସୁନା ଭାରତୀୟ ବଜାରରେ କେତେକ ସ୍ଥାନରେ ସ୍ଥିର ରହିଥିବା ବେଳେ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । କେତେକ ସ୍ଥାନରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…