ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ
ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ହଜାର ୨୦୦ଟଙ୍କା । ମାତ୍ର ଗୋଟିଏ ଦିନରେ ସୁନା ମୂଲ୍ୟ ହଜାର ଟଙ୍କା ବଢିଛି । ବିଶ୍ଵ…