Browsing Tag

good story

କରୋନା ରୋଗୀ ଅନୁଭବ କରିବେ ନାହିଁ ଏକୁଟିଆପଣ, ନର୍ସ ବାହାର କଲେ ବଢ଼ିଆ ଉପାୟ, ଦେଖନ୍ତୁ ଫଟୋ

ସାରା ବିଶ୍ୱ ଏବେ ବି କରୋନା ମହାମାରୀ ସହ ଜୁଝି ହେଉଛି। ଏହାରି ଭିତରେ ବ୍ରାଜିଲ୍‌ରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ କୋଭିଡ୍‌ ପଜିଟିଭ ଥିବା ଜଣେ ରୋଗୀ ଯେପରି କୌଣସି ବି ପରିସ୍ଥିତିରେ ଏକୁଟିଆପଣ ଅନୁଭବ ନ କରିବେ, ସେଥିପାଇଁ ଜଣେ ନର୍ସ ଏକ ବଢ଼ିଆ ଉପାୟ ବାହାର କରିଛନ୍ତି,…

ଆନ୍ଧ୍ର ପ୍ରଦେଶ: ୨ ଫୁଟିଆ ବରକୁ ୪ ଫୁଟିଆ କନ୍ୟା, ଅନ୍ୟ ପାଇଁ ସାଜିଲେ ଉଦାହରଣ

କୁହନ୍ତି, ଯୋଡ଼ି ଉପର ବାଲା ଗଢ଼େ। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲା ମୁମ୍ମିଦିବରାମ ଅଞ୍ଚଳରେ। ଏଠାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ଦୁଇ ଫୁଟିଆ ବରକୁ ୪ ଫୁଟିଆ କନ୍ୟା। ଦୁହିଁଙ୍କ ବିବାହ ସ୍ଥାନୀୟ ଏକ ଚର୍ଚ୍ଚରେ ସମ୍ପନ୍ନ ହୋଇଛି।…

କାନ୍ଥ ଉପରକୁ ଚଢ଼ିପାରୁ ନ ଥିଲା ନେଉଳ, ତ ସାଥୀମାନେ କଲେ ଏମିତି ସାହାଯ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକି ଆମକୁ ମଣିଷପଣିଆ ଏବଂ ଜୀବନକୁ ନେଇ ଅନେକ କିଛି ଶିକ୍ଷା ଦେଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ନେଉଳମାନେ ମଣିଷକୁ ଏକ ବଢ଼ିଆ ଉଦାହରଣ ଦେଇଛନ୍ତି। ଏହି ଭାଇରାଲ ଭିଡିଓରେ…

ଦେଖନ୍ତୁ ଭିଡିଓ: ଗୀତ ରିୟାଜ୍‌ କରୁଥିଲେ ମା’, କୋଳରେ ବସିଥିବା ୭ ମାସର କୁନି ପୁଅ ବି ସୁନ୍ଦର କଣ୍ଠରେ ଆରମ୍ଭ କରିଦେଲା…

ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା କିଛି ଭିଡିଓ ଏମିତି ବି ଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଆଉ ଏହାକୁ ଆମେ ବାରମ୍ବାର ଦେଖିବାକୁ ଇଚ୍ଛା କରିଥାଉ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଜଣେ ମା’ ଓ ପୁଅର। ଏଥିରେ ଦୁଇଜଣ ଏକ ସାଥୀରେ ବସି…

ମାଇଲ ମାଇଲ ବାଟ ଚାଲି ସ୍କୁଲ, କଲେଜ ଯାଉଥିଲେ ଗାଁର ଝିଅ, ଡାକ୍ତରଙ୍କୁ ମିଳିଲା ୧୯ ଲକ୍ଷ ଟଙ୍କା PF, ତ କିଣିଦେଲେ ବସ୍‌

ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ଭଲ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ଏବେ ଏମିତି ଲୋକଙ୍କ ମଧ୍ୟରେ ଏକ ନୂଆ ନାମ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି, ଡାକ୍ତର ଆର୍‌.ପି. ଯାଦବ। ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଡା. ଯାଦବ କହିଛନ୍ତି…

କୋଲକାତା: ଦୋକାନୀ ୧ ହଜାର ଟଙ୍କାରେ ଦେଉଛନ୍ତି ଗୋଟିଏ କପ୍‌ ଚା’! ବେଶ୍‌ ଲୋକପ୍ରିୟ ହେଉଛି ‘Bo-Lay’ ଟି

ବହୁତ ଲୋକଙ୍କ ପାଇଁ ଚା’ ସେମାନଙ୍କ ଜୀବନ ହୋଇଥାଏ। କିନ୍ତୁ କେହି କେବେ କ’ଣ ଚା’ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ କରିପାରେ? ପ୍ରକୃତ କଥା ହେଉଛି, କୋଲକାତାର ମୁକୁନ୍ଦପୁରରେ ଏକ ଟି ଷ୍ଟଲ୍‌ ରହିଛି, ଯେଉଁଠି ‘ସବୁଠୁ ମହଙ୍ଗା’ ଚା’ ମିଳୁଛି। ଏହି ଛୋଟ ଦୋକାନରେ ୧୦୦ ପ୍ରକାରର ଚା’ ପରସା ଯାଇଥାଏ।…

ଘୋଡ଼ାର ଜନ୍ମଦିନ ପାର୍ଟି ! ମାଲିକ କାଟିଲେ ୫୦ ପାଉଣ୍ଡର କେକ୍‌, ବିଭିନ୍ନ ପ୍ରକାର ବ୍ୟଞ୍ଜନର ଆନନ୍ଦ ଉଠାଇଲେ ଲୋକେ

ଆପଣ କେବେ କୌଣସି ଘୋଡ଼ାର ଜନ୍ମଦିନ ପାଳନ ହେଉଥିବାର ଶୁଣିଛନ୍ତି କି? କିନ୍ତୁ ଏବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ସହରସା ଅଞ୍ଚଳରେ। ଏଠାରେ ଏକ ଘୋଡ଼ାର ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ନା କେବଳ କେକ୍‌ କଟାଯାଇଥିଲା, ବରଂ ଏକ ବଡ଼ ପାର୍ଟି ବି ଦିଆଯାଇଥିଲା। ଏଥିରେ ବହୁ…

ପବନରେ ପ୍ରେମ ନିବେଦନ ! ଆକାଶରେ ସ୍କାଏଡାଇଭିଂ ବେଳେ ପ୍ରେମିକାଙ୍କୁ ଜଣାଇଲେ ନିଜ ମନର କଥା

ଲୋକେ ପ୍ରେମରେ କ’ଣ ଯେ ନ କରି ପାରନ୍ତି। ସବୁ ସୀମା ପାର୍‌ କରିବାକୁ ସାହସ ରଖିଥାଆନ୍ତି। ପ୍ରେମକୁ ପ୍ରକାଶ କରିବା ପାଇଁ ସେମାନେ ବିଭିନ୍ନ ତରକା ଆପଣାଇ ଥାଆନ୍ତି। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହା ଏକ ମ୍ୟାରେଜ୍‌ ପ୍ରପୋଜାଲର ଭିଡିଓ,…

Video: ବରଫାବୃତ୍ତ ନଦୀ ଭିତରେ ଫସି ରହିଥିଲା କୁକୁର, ଉଦ୍ଧାର ପାଇଁ ନଦୀକୁ ଡେଇଁଲେ ଫାୟାର ଫାଇଟର, ଆଉ ତା’…

ନିକଟରେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି କି, ଜଣେ ଅଗ୍ନିଶମ କର୍ମଚାରୀ ବରଫାବୃତ୍ତ ନଦୀରୁ ଏକ କୁକୁରକୁ ଉଦ୍ଧାର କରୁଛନ୍ତି। ସେ ଜଳାଶୟ ଭିତରକୁ କୁଦି କୁକୁରଟିକୁ ଉଦ୍ଧାର କରୁଥିବା ବେଳର ଦୃଶ୍ୟ ଦେଖିଲେ ଆପଣ ବି ଭାବବିହ୍ଵଳ…

ଏହି ବ୍ୟକ୍ତି ଗରିବ ଭୋକିଲା ପିଲାକୁ ରେଷ୍ଟୁରାଣ୍ଟରେ ଖୁଆଇଲେ ଖାଦ୍ୟ, ଯେତେବେଳେ ବିଲ ଆସିଲା ଦେଖିକି ହୋଇଗଲେ…

ଦୁନିଆରେ ଏମିତି ବହୁତ କମ ଲୋକ ଥିବେ, ଯିଏ ଅନ୍ୟକୁ ସାହଯ୍ୟର ହାତ ବଢ଼ାଉଥିବେ। ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିକଟରେ କରିଥିବା ଏକ କାମ ଦ୍ୱାରା ଲୋକଙ୍କ ହୃଦୟରେ ଘର କରିନେଇଛନ୍ତି। ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଉଛି। ବ୍ୟକ୍ତିଙ୍କ ନାଁ…

ସହଯୋଗକୁ ସଲାମ: କୁଷ୍ଠ ରୋଗୀମାନେ ଭିକ୍ଷାବୃତ୍ତି କରି ରୋଜଗାର କରିଥିବା ପଇସାକୁ ପିଏମ କେୟାର୍ସ ଫଣ୍ଡରେ କଲେ ଦାନ,…

କରୋନା ଯୁଦ୍ଧରେ ବାରାଣସୀର ଦିବ୍ୟାଙ୍ଗ କୁଷ୍ଠ ରୋଗୀମାନେ ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ସୃଷ୍ଟି କରିଛନ୍ତି। ବାରାଣସୀର ସାଂସଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ସେମାନେ ଭିକ୍ଷାବୃତ୍ତିରୁ ମିଳିଥିବା 3,100 ଟଙ୍କାକୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଦାନ ଦେଇଛନ୍ତି।…