Below header
Browsing Tag

google

ଗୁଗଲ ଲଞ୍ଚ କଲା ନୂଆ ଆପ୍‌, ଏବେ ବିନା ଇଣ୍ଟରନେଟ ରେ କରିପାରିବେ ଫୋନରେ ସବୁ କାମ, ପ୍ୟାକ ପକାଇବା ଦରକାର ନାହିଁ

ଏବେ ବିନା ଇଣ୍ଟରନେଟରେ କରିହେବ ସବୁ କାମ। ଆଉ ଫୋନରେ ଇଣ୍ଟରନେଟ ପ୍ୟାକ ପକାଇବାର ନାହିଁ କିଛି ଆବଶ୍ୟକତା। ବିନା ନେଟ୍‌ ରେ ଆପଣ ଯାହା ଚାହୁଁଛନ୍ତି ସେ କାମ ଖୁବ ସହଜରେ ହୋଇଯିବ। ବଢ଼ୁଥିବା ଓ୍ଵାର୍କଲୋଡ୍‌ କୁ ଧ୍ୟାନରେ ରଖି ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ନିକଟରେ ଏକ ବଢ଼ିଆ ଆପ୍‌ ଲଞ୍ଚ…

ସାବଧାନ ! ହଲିଡେ ସିଜିନରେ ହୋଇଥାଏ ଏହି ସ୍କାମ୍‌, ଗୁଗଲ୍‌ ୟୁଜର୍ସଙ୍କୁ ଦେଇଛି ଚେତାବନୀ

ନୂଆଦିଲ୍ଲୀ : ହଲିଡେ ସ୍କାମ ନେଇ ଜିମେଲ ୟୁଜର୍ସଙ୍କୁ ଚେତାବନୀ ଦେଇଛି ଗୁଗଲ୍‌ । ୟୁଜର୍ସଙ୍କୁ ଗୋଟିଏ ଦିନରେ ପ୍ରାୟ ୧୫ ବିଲିୟନ୍‌ ଅବାଂଛିତ ମେସେଜରୁ ସୁରକ୍ଷା ଦେଇଥାଏ ବୋଲି ଏକ ବ୍ଲଗପୋଷ୍ଟରେ କୁହାଯାଇଛି । କମ୍ପାନୀ ହ୍ୟାକରର୍ସ ଓ ସ୍କାମର୍ସଙ୍କୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଦେଇ ନଥାଏ ।…

ସାବଧାନ! ଗୁଗଲ ରଖିଛି ଆପଣଙ୍କର ସୁବ ଡାଟା, ଜାଣିବା ପାଇଁ ଫଲୋ କରନ୍ତୁ ସହଜ ଷ୍ଟେପ

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ…

UPI PIN ଭୁଲି ଯାଇଥିଲେ ଫଲୋ କରନ୍ତୁ ଏହି ଷ୍ଟେପ, ଟଙ୍କା ଟ୍ରାନ୍ସଫରରେ ହେବ ନାହିଁ ପ୍ରୋବଲେମ୍‌

ବର୍ତ୍ତମାନ ଟେକ୍ନୋଲୋଜି ଯୁଗରେ, ଘରୁ ବାହାରକୁ ଯିବାବେଳେ ସାଙ୍ଗରେ ପର୍ସ ନେବା ବାଧ୍ୟତାମୂଳକ ନୁହେଁ । କାରଣ ଗୁଗୁଲ୍ ପେ ପରି UPI ଦେୟ ବିକଳ୍ପ ଆମ ବ୍ୟସ୍ତ ବହୁଳ ଜୀବନକୁ ବହୁତ ସହଜ କରିଦେଇଛି । ଯଦି ଆପଣ କୌଣସି ଜିନିଷ କିଣୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ନଗଦ ଟଙ୍କା ଦେବା ଆବଶ୍ୟକ…

ପ୍ଲେ ଷ୍ଟୋରରୁ Google ହଟାଇଲା ଏହି ୧୩ ଖତରନାକ ଆପ୍ସ, ଆପଣଙ୍କ ଫୋନରୁ କରନ୍ତୁ ଶୀଘ୍ର ଡିଲିଟି, ନହେଲେ…

ନୂଆଦିଲ୍ଲୀ : ନିକଟରେ Google ୧୩ ଟି ଆପ୍ସକୁ Play Store ରୁ ହଟାଇ ଦେଇଛି । ଏହି ସବୁ ଆପ୍ସ ୨ କୋଟି ଥର ଡାଉନଲୋଡ କରାଯାଇଛି । ଏହି ଆପ୍ସରେ କିଛି ତ୍ରୁଟି ମିଳିଥିବାରୁ ଯେଉଁଥିପାଇଁ ଏହି ଆପ୍ସକୁ ଲିଷ୍ଟରୁ ହଟାଇ ଦିଆଯାଇଛି । ଏହି ଆପ୍ସ ଯୋଗୁ ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଇଥାଏ ।…

Google ନିଜ କର୍ମଚାରୀଙ୍କୁ ଦେଲା ଚେତାବନୀ! ଜଲ୍‌ଦି ହୋଇପାରେ ଛଟେଇ

ଗୁଗଲରେ କାମ କରୁଥିବା କର୍ମଚାରୀଙ୍କ ସ୍ଥିତି ବର୍ତ୍ତମାନ ସୂତା ଖିଅରେ ଝୁଲୁଛି। ମିଡିଆ ରିପୋର୍ଟ ମୁତାବକ, ଗୁଗଲ ଅଫିସିଆଲି ଭାବେ ନିଜ କର୍ମଚାରୀମାନଙ୍କୁ ଚେତାବନୀ ଜାରି କରି କହିଛି ଯେ ଯଦି କମ୍ପାନୀ ପାଇଁ ଭଲ ରେଜଲ୍ଟ ମିଳୁନାହିଁ, ତା’ ହେଲେ ସେମାନେ ଛଟେଇ ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ।…

ହଠାତ୍‌ ଡାଉନ ହେଲା ଦୁନିଆର ବଡ ସର୍ଚ୍ଚ ଇଂଜିନ ଗୁଗଲ୍‌, ୪୦ ହଜାରରୁ ଅଧିକ ଲୋକେ ହେଲେ ପ୍ରଭାବିତ

ସାରା ବିଶ୍ୱରେ ଆଜି ଅର୍ଥାତ୍‌ ୯ ଅଗଷ୍ଟ ସକାଳ ପ୍ରାୟ ୭ଟାରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ପ୍ରାୟ ୧୦ ମିନିଟ୍ ପାଇଁ ଡାଉନ୍ ହୋଇଥିଲା । ଅବଶ୍ୟ କମ୍ପାନୀ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇଥିଲା, ଯେଉଁ କାରଣରୁ ଗୁଗଲର ସେବା ପୁନର୍ବାର କାମ କରିବା ଆରମ୍ଭ କରିଥିଲା । ତେବେ ଦୁନିଆର ସବୁଠୁ ବଡ…

ଗୁଗଲ କୋ-ଫାଉଣ୍ଡରଙ୍କ ପତ୍ନୀଙ୍କ ସହ ଆଫେୟାର୍ସକୁ ଗୁଜବ କହିଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

ଦୁନିଆର ସବୁଠୁ ଧନୀ ତଥା ଟେସ୍‌ଲାର ମାଲିକ ଏଲନ୍‌ ମସ୍କ ପ୍ରାୟତଃ ବିବାଦ ଘେରରେ ରହିଥାନ୍ତି। ଏବେ ପୁଣିଥରେ ଏଲନ୍‌ ମସ୍କ ବିବାଦକୁ ଆସିଛନ୍ତି। ଏଥରକ ଆଫେୟାର୍ସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏଲନ୍‌ ମସ୍କ। ନିକଟରେ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଗୁଗଲର କୋ-ଫାଉଣ୍ଡର ସର୍ଗେଇ…

ଗୁଗଲ ଲଞ୍ଚ କଲା ଆଣ୍ଡ୍ରଏଡ୍ ୧୩, ଭୂକମ୍ପ ଆଲର୍ଟ ସହ ବର୍ତ୍ତମାନ ଆପଣ ଭୋଜପୁରୀ ଏବଂ ସଂସ୍କୃତରେ କରିପାରିବେ ଅନୁବାଦ

ଆପଣ ଯଦି ସଂସ୍କୃତ ଭାଷାକୁ ପସନ୍ଦ କରିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ବର୍ତ୍ତମାନ ଆପଣ ଗୁଗଲରେ ସଂସ୍କୃତ ଏବଂ ଭୋଜପୁରୀରେ ଅନୁବାଦ କରିବାକୁ ସମର୍ଥ ହେବେ। କାରଣ ନୂଆ ଏଡିସନ୍ ପରେ ସଂସ୍କୃତ ଏବଂ ଭୋଜପୁରୀ ସମେତ ଆଠଟି ନୂତନ ଭାଷା ଗୁଗୁଲ୍ ଅନୁବାଦରେ ଯୋଡା ଯାଇଛି । ଗୁଗଲ୍…

ବହୁତ ପାସଓ୍ଵାର୍ଡକୁ ମନେ ରଖିବାର ଏବେ ଗଲା ଟେନସନ୍‌,ଏପରି ସହଜରେ କରନ୍ତୁ ଲଗ-ଇନ୍‌

ଆଜିର ସମୟରେ ଆମେ ବହୁତ ଗୁଡିଏ ଆପ୍‌ ଏବଂ ସର୍ଭିସେଜ୍‌ ବ୍ୟବହାର କରୁଛୁ ଯେଉଁଥିରେ ଲଗଇନ୍‌ କରିବା ପାଇଁ ଆମକୁ ପାସଓ୍ଵାର୍ଡର ଆବଶ୍ୟକ ପଡିଥାଏ। ଆଉ ଏହା ଆମ ଆକାଉଣ୍ଟସକୁ ସେଫ ତ ରଖିଥାଏ କିନ୍ତୁ ବେଳେବେଳେ ଏହି ପାସଓ୍ଵାର୍ଡ ଦ୍ୱନ୍ଦ୍ୱରେ ମଧ୍ୟ ପକାଇଥାଏ। କାହିଁକିନା ଏହି ପାସଓ୍ଵାର୍ଡକୁ ମନେ…

ଗୁଗଲ ସର୍ଚ୍ଚରେ ନିଜର ଫୋନ ନମ୍ବରକୁ ଏପରି ପତ୍ତା ଲଗାଇ ପାରିବେ ୟୁଜର୍ସ, କେମିତି ଜାଣନ୍ତୁ

ଇଣ୍ଟରନେଟରେ ଅଗଣିତ ୟୁଜର୍ସଙ୍କ ବହୁତ ସାରା ବ୍ୟକ୍ତିଗତ ବିବରଣୀ ବା ପର୍ସନାଲ ଡିଟେଲ୍ସ ରହିଛି, ଯାହାକୁ କେହି ବି ଲୋକ ଗୁଗଲ ସର୍ଚ୍ଚ ଦ୍ୱାରା ଆକସେସ୍‌ କରିପାରିବେ। ଏହି ଡାଟାରେ ଇମେଲ ଆଡ୍ରେସ, ଫୋନ୍‌ ନମ୍ବର ଆଦି ସାମିଲ ରହିଛି। ଏହା ୟୁଜର୍ସଙ୍କ ପ୍ରାଇଭେସୀକୁ ବଢ଼ାଇଥାଏ। ଏବଂ ଅନଲାଇନ୍‌…

ବର୍ତ୍ତମାନ ଗୁଗଲ ମାନିବ କଥା, ଆପଣଙ୍କ ଆଦେଶରେ ହଟାଇବ ଆପଣଙ୍କ ସର୍ଚ୍ଚ ଡାଟା

ଗୁଗଲ୍ ଏହାର ନୂଆ ପଲିସି ଜାରି କରିଛି, ଯାହା ଅଧୀନରେ ଉପଭୋକ୍ତାମାନେ ଗୁଗଲ୍ ପ୍ଲାଟଫର୍ମରେ ଉପସ୍ଥିତ ଥିବା ବ୍ୟକ୍ତିଗତ ଡାଟା ହଟାଇ ପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ଫଟୋ, ଇ-ମେଲ୍ id କିମ୍ବା ମୋବାଇଲ୍ ନମ୍ବର ଗୁଗଲ୍ ସର୍ଚ୍ଚରେ ଆସୁଛି, ତେବେ ଆପଣ ସେଗୁଡିକୁ ହଟାଇ ପାରିବେ। ଯଦି ଆପଣ…