Browsing Tag

goutam gambhir

ଗୌତମଙ୍କ ଉଦାରତା : ପୂର୍ବ ଯବାନଙ୍କୁ ଭିକ ମାଗୁଥିବା ଦେଖି କଲେ ଏହି କାମ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ସମସ୍ତଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ଉଦାହରଣ। ଏବେ ପୁଣି ଥର ସେ ପୂର୍ବତନ ଯବାନଙ୍କୁ ବଢ଼ାଇଛନ୍ତି ସାହାଯ୍ୟର ହାତ। ଆଜ୍ଞା ହଁ, ଗମ୍ଭୀରଙ୍କ କାରଣରୁ ଭିକ ମାଗୁଥିବା ଜଣେ ପୂର୍ବତନ ଯବନଙ୍କୁ ସେନା ତରଫରୁ ଏବେ ସାହାଯ୍ୟ…

ମୋର ରାଜନୀତିକୁ ଯିବାର କୌଣସି ଇଛା ନାହିଁ, ଏହା ଏକ ଗୁଜବ : ଗମ୍ଭୀର

ନୂଆଦିଲ୍ଳୀ : ଗତ ସପ୍ତାହରେ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀର ନିଜ କ୍ରିକେଟ ଜୀବନରୁ ସନ୍ୟାସ ଗ୍ରହଣ କରିଛନ୍ତି। ଏହାପରେ ସେ ରାଜନୀତିରେ ଯୋଗ ଦେବା ନେଇ ଅନେକ ପ୍ରକାରର କଥା ଶୁଣିବାକୁ ମିଳୁଥିଲା। କିନ୍ତୁ ନିକଟରେ ଏକ ମିଡ଼ିଆ ସମ୍ମିଳନୀରେ ଏହାକୁ ଅସ୍ୱୀକାର କରିଛନ୍ତି ଖେଳାଳୀ । ସେ ଏହା ଏକ…

କ୍ରିକେଟର ଗୌତମ ଗମ୍ଭୀର କଲେ ଏମିତି କାମ, ଯାହା ବିଷୟରେ କେହି ମଧ୍ୟ ଭାବି ନଥିବେ

ନୂଆଦିଲ୍ଲୀ : କ୍ରିକେଟରୁ ଦୂରରେ ରହିବା ସହ ରାଜନୀତି ଆଡ଼କୁ ପାଦ ବଢ଼ାଉଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପୁଣିଥରେ ଚର୍ଚ୍ଚାରେ। ସେ ନିକଟରେ ଏପରି କାମ କରିଛନ୍ତି ଯାହା ବିଷୟରେ କେହି କେବେ ମଧ୍ୟ ଭାବି ପାରିବେ ନାହିଁ। ନିକଟରେ ଗମ୍ଭୀରଙ୍କୁ ଏକ ଇଭେଣ୍ଟକୁ ମଥାରେ ବିନ୍ଦି ଏବଂ ମୁଣ୍ଡରେ…

କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର : ଦେଶବାସୀଙ୍କୁ ଦେଲେ ମାନବିକତାର ବାର୍ତ୍ତା

ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍ ।   କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଏହି ଭାରତୀୟ କ୍ରିକେଟର । ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।…