ଆସିଗଲା ଚାଷୀଙ୍କ ପାଇଁ ବଢ଼ିଆ ସ୍କିମ୍ ! ପ୍ରତିଦିନ ୫୦ ଟଙ୍କା ନିବେଶରେ ପାଇବେ ୩୫ ଲକ୍ଷ ରିଟର୍ଣ୍ଣ, ଜାଣନ୍ତୁ କ’ଣ ଏହି…
ଗାଁର ଅର୍ଥ ବ୍ୟବସ୍ଥା ସହର ଠାରୁ ବହୁତ ଅଲଗା । ଏଠାରେ ଲୋକମାନେ ଗ୍ରାମୀଣ କାରବାର କରି ନିଜର ଜୀବିକା ନିର୍ବାହ କରନ୍ତି । ଯେଉଁତିରେ ଚାଷ କାମ କରିବା, ପଶୁପାଳନ ଭଳି ଅନେକ କାମ ସାମିଲ ରହିଛି । ତେବେ ଗ୍ରାମାଞ୍ଚଳରେ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଆର୍ଥିକ ସୁଦୃଢ କରିବା ପାଇଁ ସରକାର…