Browsing Tag

grandmother

ପାରିବାରିକ କଳହର କରୁଣ ପରିଣତି : ଆଈକୁ ପିଟି ପିଟି ମାରିଦେଲେ ଦୁଇ ନାତି

ରେଢାଖୋଲ/ସମ୍ବଲପୁର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ଆଈକୁ ପିଟି ମାରିଦେଲେ ଦୁଇ ନାତି। ଆଈ ଯେଉଁ ନାତିମାନଙ୍କୁ କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ସେମାନେ ହିଁ ପ୍ରାଣ ନେଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏହି ଘଟଣା।…

ନାତୁଣୀକୁ ଜନ୍ମ ଦେଲେ ଆଈ, ଝିଅ ପରେ ଝିଅର ସନ୍ତାନକୁ ଦେଲେ ଗର୍ଭରେ ସ୍ଥାନ

ନାତୁଣୀକୁ ଜନ୍ମ ଦେଲେ ଆଈ। ଜଣେ ଆଈ ନିଜ ଝିଅର ସନ୍ତାନକୁ ଗର୍ଭରେ ରଖି ସରୋଗେସୀ ଦୁନିଆରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ହୋଷ୍ଟନ୍‌ ନିବାସୀ କେଲୀ ଓ ତାଙ୍କ ସ୍ୱାମୀ ଏରୋନ୍‌ ମ୍ୟାକକିସୈକ ଗତ ୩ ବର୍ଷ ହେଲା ସନ୍ତାନ ଚାହୁଁଥିଲେ। କିନ୍ତୁ କେଲୀଙ୍କର ୩ ଥର ଗର୍ଭ ନଷ୍ଟ ହୋଇଥିଲା। ଫଳରେ ଏହି…

ପରିଣତ ବୟସରେ ମଧ୍ୟ କର୍ମରୁ ନିବୃତ୍ତ ରହିନାହାନ୍ତି ଏହି ବୟସ୍କ ମହିଳା, ମୁଣା ପର୍ସ ପାଇଁ ସାରା ବିଶ୍ୱରୁ ମିଳୁଛି…

ଆସାମରେ ରହୁଥିବା ୯୦ ବର୍ଷିୟ ମହିଳା ଲତିକା ଚକ୍ରବର୍ତ୍ତୀ ୨ବର୍ଷ ପୂର୍ବରୁ ନିଜର ବ୍ୟବସାୟ ଆରମ୍ଭ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଲତିକା ନିଜର ୬୬ ବର୍ଷ ପୁରୁଣା ମେସିନରୁ ନିଜେ ମୁଣା ଭଳି ଦେଖାଯାଉଥିବା ବ୍ୟାଗ ତିଆରି କରି ଅନଲାଇନ୍‌ ବିକ୍ରି କରୁଛନ୍ତି। ସେ ତିଆରି କରିଥିବା…

ଆଉ ମାରନା ଜେଜେମା . . . ଦେଖନ୍ତୁ ଭିଡିଓ

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗଙ୍ଗାଧରପୁରରେ ଅଭାବନୀୟ ଦୃଶ୍ୟ । ଜେଜେ ମା ନାତିକୁ ନିସ୍ତୁକ ମାଡ ମାରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଜେଜେମା ଏତେ ଭୟଙ୍କର ହୋଇପଡୁଛି ଯେ, ନାତିର ଗୋଡରେ ଚଢି ଗାଳି କରିବା ସହ ପ୍ରହାର ଉପରେ ପ୍ରହାର କରି ଚାଲିଛି। ନିତି ଯେତେ ନେହୁରା ହେଲେ ମଧ୍ୟ…

ବୃଦ୍ଧାଶ୍ରମରେ ଜେଜେ ମା’ଙ୍କ ସହ ନାତୁଣୀର ମିଳନ : ଜାଣନ୍ତୁ ଫଟୋ ପଛର ଭାଇରାଲ୍ ସତ କଣ ?

ସୋସିଆଲ୍ ମିଡିଆରେ ଗତ କିଛି ଦିନ ହେବ ଏକ ଫଟୋ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ଅନେକ ନାମୀ ଲୋକ ମଧ୍ୟ ନିଜ ଆକାଉଂଟରେ ସେୟାର୍ କରୁଛନ୍ତି । ଏହି ଫଟୋରେ ଜଣେ ବୟସ୍କ ମହିଳାଙ୍କ ସହ ଜଣେ ଛୋଟ ଝିଅ ନଜର ଆସୁଛି । ଆଉ ଉଭୟଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି । ଏହି ଫଟୋ ଉଭୟ ଫେସବୁକ୍ ଏବଂ…