Browsing Tag

green vegetable

ଚାକିରି କରିବା ପାଇଁ ମନ ନଦେଇ ଚାଷ ପାଇଁ ମନ ବଳାଇଥିଲେ, ସଫଳତା ପାଇ ଏବେ ଚର୍ଚ୍ଚାରେ ସୁବାଷ

ଦୀର୍ଘ ୩୦ ବର୍ଷ ଧରି  ନିଜ ଜମିରେ ଚାଷ କରି ବିଭିନ୍ନ ପ୍ରକାର ପନିପରିବା ସହ ବିଭିନ୍ନ ପ୍ରକାରର ଫଳ ଚାଷ  କଲେ । ଆଉ ଏଭଳି ଚାଷ କରି ଏବେ  ଚର୍ଚ୍ଚାରେ  କଟକ ଜିଲ୍ଲା ନରସିଂପୁର ବ୍ଲକ  ଅଲରା ଗ୍ରାମ ପଞ୍ଚାୟତ ଲେମ୍ବୋ ଗାଁର  ସଫଳ ଚାଷୀ  ସୁବାଷ ଚନ୍ଦ୍ର  ପଣ୍ଡା ।  ନିଜେ ଦୁଇ  ପଇସା ରୋଜଗାର…

ଆଇରନରେ ଭରପୂର ଏହି ସବୁଜ ପରିବା, ବଢାଇବ ରୋଗ ପ୍ରତିରୋଧକ ଶକ୍ତି

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ଏକ୍ସପର୍ଟମାନେ ପ୍ରାୟତଃ ବ୍ରୋକୋଲି ଖାଇବାକୁ ପରାମର୍ଶ ଦିଅନ୍ତି ଯାହା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ଭିଟାମିନ୍ ସି, କେ ଏବଂ ଏ, ମିନେରାଲ୍ସ କ୍ୟାଲସିୟମ୍ ଏବଂ ପୋଟାସିୟମ୍, ଆଇରନ, ଫାଇବର ଏବଂ…

କଂକ୍ରିଟ ଛାତରେ ଦେଖିବାକୁ ମିଳିଛି ପ୍ରକୃତିର ସବୁଜିମା, ପୁଲକିତ ହେଉଛି ଚାଷୀର ମନ

ଘରର ଛାତ ପାଲଟିଛି କୃଷି ଉଦ୍ୟାନ । କଂକ୍ରିଟ ଛାତରେ ଦେଖିବାକୁ ମିଳିଛି ପ୍ରକୃତିର ସବୁଜିମା । ସବୁଜ ପନିପରିବାରେ ହସୁଛି ଛାତ । ପୁଲକିତ ହେଉଛି ଚାଷୀର ମନ । ପୂର୍ବରୁ ଅନେକ ସ୍ଥାନରେ ଛାତ ଉପରେ ସ୍ୱଳ୍ପ ଅବଧିର ଚାଷ ଦେଖିବାକୁ ମିଳିଥିଲା । ହେଲେ ଏବେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ…

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା ଦର । ହାତ ମାରିବାକୁ ଡର ଲାଗୁଛି । ହଜାରେ ଟଙ୍କା ମାର୍କେଟକୁ ନେଇ ଗଲେ ବ୍ୟାଗ ପୂରୁନି  । ଏହି ସିଜିନ୍‌ରେ ପନିପରିବା ଅମଳ କମ୍‌ ଥାଇ ବି ଦର ଏତେଟା ବଢ଼େନି ।  ଏବର୍ଷ ସବୁ ସୀମା…

ଅଭିନବ ଉପାୟରେ ଚାଷ କରୁଛନ୍ତି ଜୟନ୍ତ, ତେଲ ଲୁଣର ସଂସାର ଚଳାଇବା ପାଇଁ କରୁଛନ୍ତି ସଂଘର୍ଷ

ଝରଣା ପାଣିରେ ଚାଷ କରୁଛନ୍ତି ଜଣେ ଚାଷୀ । ତାଙ୍କର ଅଭିନବ ଉପାୟରେ ଚାଷ ସମସ୍ତଙ୍କୁ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଜଳ ସେଚନର ଭଲ ସୁବିଧା ନଥିବାରୁ ଝରଣା ପାଣି ଉପରେ ନିର୍ଭର କରିଛନ୍ତି । ଆଉ ଫସଲରେ ଫଳାଉଛନ୍ତି ବିଭିନ୍ନ ପ୍ରକାର ପରିବା । ଚାଷ ଓ ଚାଷୀର ବିକାସ ପାଇଁ ସରକାର…

ଶରୀରରେ ହରମୋନ ଲେବଲ୍‌ କିପରି ଠିକ୍‌ ରହିବ, ଜାଣନ୍ତୁ କେଉଁ ପରିବା ଖାଇବେ

ଆମ ଶରୀରରେ ବାରମ୍ବାର ହରମୋନର ଲେବଲ୍‌ ବଦଳିଥାଏ । ହେଲେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶରୀରରେ ହରମୋନ ଲେବଲ୍‌ ବହୁତ ଶୀଘ୍ର ବଦଳିଥାଏ । ଏଥିପାଇଁ ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଯାଏ । ସେଥିପାଇଁ ହରମୋନ ଲେବଲ୍‌ ଠିକ୍‌ ରହିଲେ ଶରୀର ସୁସ୍ଥ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ…

ଏହି ସବୁଜ ରସ ସହିତ କରନ୍ତୁ ଦିନର ଆରମ୍ଭ, ମିଳିବ ଅନେକ ଫାଇଦା

ଅଧିକାଂଶ ଲୋକ କଫି କିମ୍ବା ଚା ସହିତ ଦିନ ଆରମ୍ଭ କରନ୍ତି, କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ସକାଳେ ସତେଜ ପନିପରିବା ରସ ପିଅନ୍ତି, ତେବେ ଆପଣଙ୍କୁ ଅନେକ ଲାଭ ମିଳିବ । ଏହା ଆପଣଙ୍କୁ ଭରପୁର ପୋଷଣ ଦେଇଥାଏ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଦିନ ଆରମ୍ଭ କରିବା,…