Browsing Tag

guard of honor

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ଶେଷ ସଲାମ: ଦିଆଗଲା ଗାର୍ଡ ଅଫ୍‌ ଅନର

ସହିଦଙ୍କୁ ଶେଷ ସଲାମ। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ପୋଲିସ ପଡ଼ିଆ। ସମସ୍ତଙ୍କ ଆଖିରେ ଲୁହ । ଅଚାନକ ଆସିଛି ଏଭଳି ଦାରୁଣ ଦୁଃଖ । ସହିଦ ଯବାନଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଡିଜି,ବସ୍ତର ଆଇଜି , ଡିଆରଜି ଏବଂ ପୋଲିସ…

ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ): ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ…

ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା, ତିନି ଘଣ୍ଟା ବିମାନ ବନ୍ଦରରେ ରହିଲା ମରଶରୀର

ଭୁବନେଶ୍ବର(କେନ୍ୟୁଜ୍): ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ଦିଆଗଲାନି ଗାର୍ଡ ଅଫ୍‌ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍‌ ସୀମାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ…