ଗୁଜରାଟ: ଲୋଥାଲ ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ଭୁଶୁଡ଼ିଲା ମାଟି, ଗବେଷକ ଛାତ୍ରୀଙ୍କ ମୃତ୍ୟୁ, ୩ ଆହତ
ଗୁଜରାଟର ଲୋଥାଲ ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ମାଟି ଭୁଶୁଡ଼ି ଜଣେ ଗବେଷକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ମୃତ ଛାତ୍ରୀ ଜଣକ ଆଇଆଇଟି ଦିଲ୍ଲୀର ସୁରଭି ବର୍ମା ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ଏହି ଅନୁସନ୍ଧାନକାରୀ ଟିମ୍ ଗତ…