ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ, ୬୪.୨୩ ପ୍ରତିଶତ ରହିଛି ଭୋଟ୍ ହାର
ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ । କାଁଭାଁ ହିଂସାକାଣ୍ଡକୁ ଛାଡ଼ିଦେଲେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନିଆଯାଇଛି ଭୋଟ । ପ୍ରଥମ ପର୍ଯ୍ୟାୟରେ ଲଢୁଥିବା ୨୮୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ । ୬୪.୨୩ ପ୍ରତିଶତ ରହିଛି ଭୋଟ୍ ହାର ।
ନବରଙ୍ଗପୁରରେ ସର୍ବାଧିକ ୭୩.୪୪ %…
Read More...