Below header
Browsing Tag

hanuman

ସବୁ ସଙ୍କଟରୁ ମିଳିବ ମୁକ୍ତି, ଆପଣାନ୍ତୁ ହନୁମାନଙ୍କର ଏହି ତିନିଟି ଉପାୟ

ଆଉ ଦିନ କେଇଟା ପରେ ଆସିଯିବ ନୂଆବର୍ଷ। ନୂଆବର୍ଷ ୨୦୨୦ରେ ରାହୁଙ୍କ ପ୍ରଭାବ ବେଶୀ ରହିବ, ଏହାସହ ଅନେକ ରାଶି ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଏମିତିରେ ଆପଣ ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ହନୁମାନଜୀଙ୍କର ଏହି ତିନିଟି ଉପାୟ ଅବଲମ୍ବନ କରନ୍ତୁ। ଯାହା ଆପଣଙ୍କୁ ସମସ୍ତ…

ଗଛରୁ ପ୍ରକଟ ହୋଇଥିଲେ ବାଳକ ରୂପୀ ଏହି ହନୁମାନ, ଧୀରେ ଧୀରେ ବଢ଼ୁଛି ମୂର୍ତ୍ତିର ଆକାର

ହନୁମାନଙ୍କୁ କଳିଯୁଗର ଦେବତା ବୋଲି କୁହାଯାଏ। ବିଶ୍ୱାସ ରହିଛି, କଳିଯୁଗରେ ସମସ୍ତ ପାପକୁ ନାଶ କରିବା ପାଇଁ ଏବଂ ଜୀବନର କଠିନ ପରିସ୍ଥିତିକୁ ଦୂର କରିବା ପାଇଁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା କଲ୍ୟାଣକାରୀ ହୋଇଥାଏ। ଦେଶରେ ଅନେକ ହନୁମାନ ମନ୍ଦିର ରହିଛି, ଯାହା ଭକ୍ତଙ୍କ ଆଶା ଓ ବିଶ୍ୱାସର…

ଯୁଗ ଯୁଗ ଧରି ଧରାପୃଷ୍ଠରେ ରହିଛନ୍ତି ହନୁମାନ, ଜାଣନ୍ତୁ କେମିତି ପୂଜା କଲେ ଶୀଘ୍ର ହେବେ ପ୍ରସନ୍ନ

ସନାତନ ପରମ୍ପରା ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଶ୍ରଦ୍ଧା ଭାବନାରେ ପ୍ରଭୁ ହନୁମାନଙ୍କ ଆରାଧନା କରିଥାଏ ତେବେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବଜରଙ୍ଗବଲୀ । ହନୁମାନଙ୍କୁ ସବୁଠାରୁ ଶୀଘ୍ର ପ୍ରସନ୍ନ ହେଉଥିବା ଦେବତା କୁହାଯାଏ । ଶିବଙ୍କର ଅବତାର ତଥା ଭଗବାନ୍ ଶ୍ରୀରାମଙ୍କ ପରମ ଭକ୍ତ…

ଗୋଟିଏ ଥର ହାରିଥିଲେ ମହାବଳୀ ହନୁମାନ,ଜାଣନ୍ତୁ କିଏ ସେହି ଯୋଦ୍ଧା

ହିନ୍ଦୁ ଧର୍ମ ଗ୍ରନ୍ଥରେ ହନୁମାନଙ୍କୁ ସବୁଠାରୁ ଶକ୍ତିଶାଳୀ କୁହାଯାଇଛି। ଧର୍ମ ଅନୁସାରେ ହନୁମାନଙ୍କ ବିନା ରାମ ଏବଂ ରାମାୟଣର ସୃଷ୍ଟି ନାହିଁ। ରାମ ରାବଣ ଯୁଦ୍ଧ ସମୟରେ ହନୁମାନ ହିଁ ଏକମାତ୍ର ଯୋଦ୍ଧା ଥିଲେ ଯାହାକୁ କୌଣସି ପ୍ରକାର କ୍ଷତି ପହଞ୍ଚିନଥିଲା। ହନୁମାନ ନିଜେ ସେବା,ଦୟା ,ପରାକ୍ରମ…

ଜାଣିଛନ୍ତି କି କାହିଁକି ରାମଙ୍କଠୁ ବଡ଼ ରାମ ନାମ ? ପଢନ୍ତୁ ଏହା ପଛର ପୁରା ରହସ୍ୟ

ଏକଥା ଆପଣ ନିଶ୍ଚୟ ଶୁଣିଥିବେ ଯେ ରାମଙ୍କଠୁ ବଡ଼ ରାମ ନାମ । ହେଲେ କାହିଁକି ଏକଥା କୁହାଯାଇଛି ତାହା ଜାଣିନଥିବେ । ଆଜି ଆମେ ଆପଣଙ୍କୁ କହିବୁ କାହିଁକି ରାମଙ୍କଠୁ ବଡ଼ ରାମ ନାମ । ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ରାମାୟଣ ଅନୁସାରେ ଯେତେବେଳେ ଅଶ୍ବମେଧ ଯଜ୍ଞ ପୁରା ହୋଇଗଲା ତା ପରେ ଏକ ବଡ଼…