Below header
Browsing Tag

health tips

ଶୀତଦିନେ ଭୁଲ୍‌ରେ ବି କରନ୍ତୁ ନାହିଁ ଅଧିକ ମାତ୍ରାରେ ଅଦା ସେବନ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ: ରିସର୍ଚ୍ଚ

ଲୋକେ ଶୀତଦିନେ ଅଧିକ ମାତ୍ରାରେ ଅଦା ସେବନ କରିଥାଆନ୍ତି। କାରଣ, ଏଥିରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା, ସର୍ଦ୍ଦି, କାଶ ଆଦି ହେବାକୁ ଦେଇ ନ ଥାଏ। ତେଣୁ ପରିବା ତରକାରୀ ହେଉ କି ଡାଲମା କିମ୍ବା ଚାହାରେ ଲୋକେ ଅଦା ପକାଇ ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଯଦି ହେବାକୁ ଯାଉଛି ଆପଣଙ୍କ ବିବାହ, ତ ଭଲ ସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ

ବର୍ତ୍ତମାନ ବିବାହ ଋତୁ ଚାଲିଛି, ଯାହାକି କୌଣସି ବି ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ଆପଣ ଆପଣଙ୍କ ବିବାହ ଦିନ ଅସୁସ୍ଥ ହୋଇପଡ଼ିବେ, ତା’ହେଲେ କ’ଣ ହେବ? ଏହା ଭାବିଲେ ଆମେ ଚିନ୍ତିତ ହୋଇପଡ଼ିଥାଉ। ହେଲେ ବାସ୍ତବରେ, ବିବାହରେ ଏତେ…

ଏହି ୪ଟି କଥାକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା, ନହେଲେ ଲିଭର୍‌ ହୋଇଯିବ ନଷ୍ଟ

ଲିଭର୍‌ ବା ଯକୃତ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆପଣ ଯାହା ବି ଖାଆନ୍ତି, ପିଅନ୍ତି ଏବଂ ନିଃଶ୍ୱାସ ମାଧ୍ୟମରେ ଅକ୍ସିଜେନ ନିଅନ୍ତି, ଏ ସବୁକୁ ଯକୃତ ପ୍ରୋସେସ୍‌ କରିଥାଏ। ଲିଭର୍‌ ଶରୀରରୁ ଟକ୍ସିନ୍ସ ବାହାର କରିଥାଏ। ଯେତେବେଳେ ଦରକାର ପଡ଼େ, ସେତେବେଳେ ଏହା ରକ୍ତକୁ ଜମାଟ ବାନ୍ଧିବାରେ…

ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ଖାସ୍‌ ଲାଭ, ଗଳା ଓ କିଡ୍‌ନୀ ସମସ୍ୟାରୁ ଛୁଟକାରା ମିଳିବା…

ଖାଦ୍ୟ ଭଳି ପାଣି ମଧ୍ୟ ଆମ ଶରୀର ପାଇଁ ବହୁତ ଆବଶ୍ୟକ। ଏଥିରୁ ଆମେ ପୋଷକ ତତ୍ତ୍ୱ ପାଇଥାଉ। ଏହାଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ମଧ୍ୟ ସହଜରେ ବାହାରି ଯାଇଥାଏ। ନିୟମିତ ରୂପେ ପାଣି ପିଇ ଆମେ ଆମ ଶରୀରକୁ ଓଜନ ବଢ଼ିବାରୁ ରୋକି ପାରିବା। ଏତିକି ନୁହେଁ, ଅନେକ ରୋଗ ଦାଉରୁ ମଧ୍ୟ ରକ୍ଷା…

ଚମକଦାର ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ଖାସ୍‌ ଟିପ୍ସ

ରାତିରେ ଶୋଇବା ପୂର୍ବରୁ ଚେହେରାର ଯତ୍ନ ନେବା ବହୁତ ଜରୁରୀ। କାରଣ, ଏହା ପ୍ରଭାବୀ ହୋଇଥାଏ। ଅନେକ ମହିଳା ଦିନସାରା ନିଜ ତ୍ୱଚାର ଯତ୍ନ ନେଇଥାଆନ୍ତି, କିନ୍ତୁ ରାତି ହେବା ମାତ୍ରେ ଏହାକୁ ଅଣଦେଖା କରନ୍ତି। ଯଦି ଆପଣ ରାତି ବି ଚେହେରାର ଯତ୍ନ ନେବେ, ତ ଏହା ପୂର୍ବାପେକ୍ଷା ଆହୁରି ଗ୍ଲୋ କରିବ…

ସାବଧାନ! ଚାହା ପିଇବା ବେଳେ ଆପଣ କରୁନାହାନ୍ତି ତ ଏହି ସବୁ ଭୁଲ୍‌? ନଚେତ୍‌ କ୍ୟାନସର ହେବାର ସମ୍ଭାବନା ବଢ଼ିଯିବ

ଶୀତଦିନେ ଲୋକେ ଚାହା ପିଇବାକୁ ବହୁତ ପସନ୍ଦ କରିଥାଆନ୍ତି। କିଛି ଲୋକ ବେଡ୍‌ ଟି’ ପିଇଥାଆନ୍ତି ତ ଆଉ କିଛି ଜଣଙ୍କର ରାତିରେ ଶୋଇବା ପୂର୍ବରୁ ଚାହା ପିଇବାର ଅଭ୍ୟାସ ଥାଏ। ସାମାନ୍ୟ ଥକ୍କାପଣ ଅନୁଭବ କଲେ ଲୋକେ ଚାହା ପିଇବାକୁ ଚାହାନ୍ତି। ମୁଣ୍ଡ ବିନ୍ଧା ହେଉ କି ଭୋକକୁ ଶାନ୍ତ କରିବାକୁ ହେଉ,…

ବ୍ଲଡ୍‌ ପ୍ରେସର, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଛେଳି କ୍ଷୀର, ଜାଣନ୍ତୁ ଏହାର ଆହୁରି କେତେକ ଜବରଦସ୍ତ ଫାଇଦା

ଛେଳି କ୍ଷୀର ସ୍ୱାଦରେ ଏବଂ ବାସ୍ନାରେ ହୁଏତ ଆପଣଙ୍କୁ ଭଲ ଲାଗି ନ ପାରେ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କ୍ଷୀର ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ମାତ୍ରାରେ ନ୍ୟୁଟ୍ରିଶନାଲ୍‌ ଗୁଣ ଏବଂ ଫାଇଦା ରହିଛି। ଆଜି ଆମେ ଆପଣଙ୍କୁ ଏହାର ୭ଟି ଲାଭ ବିଷୟରେ…

ଧଳାସ୍ରାବ ସମସ୍ୟାକୁ ମୂଳରୁ ନାଶ କରିଥାଏ ଏହି ୮ଟି ଘରୋଇ ଉପଚାର, ପ୍ରତିଦିନ ପେଜରେ ସଫା କରନ୍ତୁ ପ୍ରାଇଭେଟ୍‌ ପାର୍ଟ

ମହିଳାଙ୍କଠାରେ ମାସିକ ଧର୍ମ ଭଳି ହ୍ଵାଇଟ୍‌ ଡିସ୍‌ଚାର୍ଜ ବା ଧଳାସ୍ରାବ ସମସ୍ୟା ବି ସାଧାରଣତଃ ଦେଖିବାକୁ ମିଳିଥାଏ। ଧଳା ପାଣି ମାସିକ ଧର୍ମ ପୂର୍ବରୁ ଅଥବା ପରେ ଆସିବା ସ୍ୱାଭାବିକ ଅଟେ, କିନ୍ତୁ ଅଧିକ ମାତ୍ରାରେ ଧଳା ପାଣି ଆସିବା ଏକ ରୋଗ ହୋଇପାରେ। ଏହାଦ୍ୱାରା ମହିଳାଙ୍କୁ ଦୁର୍ବଳ…

ସନ୍‌ସ୍କ୍ରିନ୍‌, ଫେସ୍‌ପ୍ୟାକ୍‌ ଭଳି କାମ କରିଥାଏ ଡାଳିମ୍ବ ଚୋପା, ଏହି ୫ଟି ଉପାୟରେ କରନ୍ତୁ ବ୍ୟବହାର

ସମସ୍ତେ ଜାଣିଛନ୍ତି, ଡାଳିମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଡାଳିମ୍ବର ଚୋପା ମଧ୍ୟ ସେତିକି ଲାଭଦାୟକ ହୋଇଥାଏ? କାଶରୁ ମୁକ୍ତି ପାଇବାରେ ଡାଳିମ୍ବ ଚୋପା ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟରେ ଆମେ ଡାଳିମ୍ବ…

ଗର୍ଭାବସ୍ଥାରେ କରନ୍ତୁ ନାହିଁ ୧୦ ଗ୍ରାମରୁ ଅଧିକ କେସର ସେବନ, ନଚେତ୍‌ ବଢ଼ି ଯାଇପାରେ ଗର୍ଭପାତ ସମ୍ଭାବନା

କେସର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗର୍ଭାବସ୍ଥାରେ ବି କେସର ସେବନ କରିବା ଆମ ପାଇଁ ଅନେକ ଫାଇଦା ଆଣିପାରେ। କିନ୍ତୁ କ’ଣ ଆପଣ ଜାଣନ୍ତି କି? ଯଦି ଆପଣ ଗର୍ଭାବସ୍ଥାରେ ଅଧିକ ମାତ୍ରାରେ କେସର ସେବନ କରନ୍ତି, ତା’ହେଲେ ଏହା ଆପଣଙ୍କ ଏବଂ ଆପଣଙ୍କ ପେଟରେ ବଢ଼ୁଥିବା ପିଲା ପାଇଁ…

ବବଲ୍‌ ବାଥ୍‌କୁ କରନ୍ତୁ ନା, ଓଦା ରଖନ୍ତୁ ନାହିଁ ପ୍ରାଇଭେଟ୍‌ ପାର୍ଟ, ନଚେତ୍‌ ପରିସ୍ରା ସଂକ୍ରମଣର କାରଣ ହେବ ଏହି ୫ଟି…

ୟୁରିନାରି ଟ୍ରାକ୍ଟ ଇନ୍‌ଫେକ୍ସନ(UTI) ଅର୍ଥାତ୍‌ ମୂତ୍ର ମାର୍ଗରେ ହେଉଥିବା ସଂକ୍ରମଣ ରୋଗ। ୟୁରିନାରି ସିଷ୍ଟମର ଅଙ୍ଗ ଯେପରି କିଡନୀ, ୟୁରିନାରି ବ୍ଲାଡର ଏବଂ ୟୁରେଥ୍ରା ମଧ୍ୟରୁ କୌଣସି ଗୋଟିଏ ବି ଅଙ୍ଗ ଯେତେବେଳେ ସଂକ୍ରମିତ ହୋଇଯାଏ, ତ ତାକୁ UTI ସଂକ୍ରମଣ କହିଥାଆନ୍ତି। ଯଦି ସମୟ ପୂର୍ବରୁ…

କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଥିବା ଲୋକଙ୍କୁ ଦରକାର ଏହି ୭ଟି ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ଫାଇଦା

କମ୍ପ୍ୟୁଟର ଆଗରେ ବସି ଘଣ୍ଟା ଘଣ୍ଟା ଧରି କାମ କଲେ ଆଖିର ପାଓ୍ଵାର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ବସି ରହିଲେ ମଧ୍ୟ ଶରୀରରେ ଫ୍ୟାଟ୍‌ ଜମା ହୋଇଯାଇଥାଏ, ଯଦ୍ଦ୍ଵାରା ଓଜନ ବଢ଼ିବାର ସମ୍ଭାବନା ଦେଖାଦେଇଥାଏ। ଯେଉଁ ଲୋକ କମ୍ପ୍ୟୁଟରରେ ୩ ଘଣ୍ଟାରୁ ଅଧିକ ସମୟ…